ଦେଶ ବିଦେଶନ୍ୟୁଜ୍୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍Odisha HalchalMarch 6, 2022 by Odisha HalchalMarch 6, 20220253 ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି ଶନିବାର ଦାବି କରିଛନ୍ତି ଯେ, ଦେଶର ମଧ୍ୟ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହରରେ ୟୁକ୍ରେନ୍ର ସେନା ମଜବୁତ ହୋଇଛି । କିନ୍ତୁ ଖାରକିଭ, ନକୋଲିଭ, ଜେର୍ନିହାଇଭ ଓ ସୁମୀ ପ୍ରଭାବିତ...
ଦେଶ ବିଦେଶନ୍ୟୁଜ୍ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତିOdisha HalchalMarch 6, 2022 by Odisha HalchalMarch 6, 20220162 ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି, ସୁପର ସୋନିକ୍ କୃଜ୍ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ନୌସେନା ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି । ଶତୃକୁ କଡା ଜବାବ୍ ଦେବା ପାଇଁ...
ଦେଶ ବିଦେଶନ୍ୟୁଜ୍ଇସ୍ରାଏଲ ପ୍ରଧାନମନ୍ତ୍ରୀ ଅଟକାଇବେ କି ଯୁଦ୍ଧOdisha HalchalMarch 6, 2022 by Odisha HalchalMarch 6, 20220141 ଇସ୍ରାଏଲ ପ୍ରଧାନମନ୍ତ୍ରୀ ଅଟକାଇବେ ଯୁଦ୍ଧ! ଅଚାନକ ମସ୍କୋ ପହଞ୍ଚି ପୁତିନଙ୍କ ସହ ଅଢ଼େଇ ଘଣ୍ଟା କଲେ ଆଲୋଚନା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫଟାଲୀ ବେନେଟ ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଜାରି ଥିବା ଯୁଦ୍ଧ ବନ୍ଦ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନOdisha HalchalMarch 5, 2022 by Odisha HalchalMarch 5, 20220176 ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ଫସି ରହିଛନ୍ତି ହଜାର ହଜାର ଡାକ୍ତର ଛାତ୍ରଛାତ୍ରୀ । ଏମାନଙ୍କୁ ପର୍ଯ୍ୟାୟ କ୍ରମେ ଉଦ୍ଧାର କରାଯାଉଛି । ତେବେ ୟୁକ୍ରେନ୍ ରୁ ଭାରତ ଫେରିଥିବା ପ୍ରବାସୀଙ୍କ ପାଇଁ ଆଜି...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଚାଲିଛି ଘମାଘୋଟ ଯୁଦ୍ଧ, ନିଜ ଦେଶ ପାଇଁ ଲଢିବାକୁ ୟୁକ୍ରେନ୍ ଫେରୁଛନ୍ତି ଅନ୍ୟ ଦେଶରେ ଥିବା ନାଗରିକOdisha HalchalMarch 5, 2022 by Odisha HalchalMarch 5, 20220174 ଦୀର୍ଘ ୧୦ ଦିନ ଧରି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଋଷର ଆକ୍ରମଣରେ ଏବେ ଧରାସାୟୀ ହେବା ଆରମ୍ଭ କରିଛି ୟୁକ୍ରେନ୍ ମାତ୍ର ମନୋବଳ ଏବେବି ଦୃଢ ରହିଛି। ୟୁକ୍ରେନ୍ ର ଶେଷ...
ଦେଶ ବିଦେଶନ୍ୟୁଜ୍ଋଷ-ୟୁକ୍ରେନ୍ ସଂଙ୍କଟ ମଧ୍ୟରେ ପ୍ରତିରକ୍ଷା ବଜେଟ୍କୁ ୨୩୦ ବିଲିୟନ ଡ଼ଲାରକୁ ବୃଦ୍ଧି କଲା ଚାଇନା, ଭାରତ ବଜେଟ୍ଠାରୁ ତିନି ଗୁଣ ଅଧିକOdisha HalchalMarch 5, 2022 by Odisha HalchalMarch 5, 20220184 ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଭୟଙ୍କର ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ବିପଦ ଟାଣି ଆଣିଛି । ଏହିଭଳି ସମୟରେ ପଡୋଶୀ ଚାଇନାର ବାର୍ଷୀକ ପ୍ରତିରକ୍ଷା ବଜେଟ୍ ଚମକାଇ ଦେଲାଭଳି ବୃଦ୍ଧ ପାଇଛି ।...
ଦେଶ ବିଦେଶନ୍ୟୁଜ୍ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷOdisha HalchalMarch 5, 2022 by Odisha HalchalMarch 5, 20220167 ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଁଞ୍ଚିଛି। ଋଷ ପକ୍ଷରୁ ୟୁକ୍ରେନ୍ର ମାରିଆପୋଲ୍ ସହରରେ ଆଂଶିକ ଅସ୍ତ୍ରବିରତି କରିଛି । ଆଜି ସାଧାରଣ ନାଗରିକଙ୍କୁ ପାଞ୍ଚ ଘଣ୍ଟା ମଧ୍ୟରେ ସହର ଛାଡିବାକୁ ଅନୁମତି...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ଫ୍ଲାଟ୍ରେ ଚଢାଉ କରି ୪ କୋଟି ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ, ୩ ହାୱାଲା ଚାଲାଣକାରୀ ଗିରଫOdisha HalchalMarch 5, 2022 by Odisha HalchalMarch 5, 20220183 ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ପୋଲିସ ଏକ କୋଠାରେ ଚଢାଉ କରି ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏଥି ସହିତ ହାୱାଲା କାରବାର କରୁଥିବା ୩ ଜଣଙ୍କୁ ଗିରଫ...
ଦେଶ ବିଦେଶନ୍ୟୁଜ୍ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡOdisha HalchalMarch 5, 2022 by Odisha HalchalMarch 5, 20220253 ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ସବୁ ଦେଶ ଚିନ୍ତାରେ ରହିଥିବା ବେଳେ ଭାରତ ମଧ୍ୟ ଅନେକ କ୍ଷତି ସହିଲାଣି । ପୁର୍ବରୁ ଜଣେ ଭାରତୀୟ...
ଦେଶ ବିଦେଶନ୍ୟୁଜ୍ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସOdisha HalchalMarch 5, 2022 by Odisha HalchalMarch 5, 20220280 ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି...