Category : ବିଶେଷ ଖବର

ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମାଟିତଳେ ମାଓବାଦୀ ପୋତି ଥିଲେ ଆଇଡି

Odisha Halchal
ମାଲକାନଗିରି:- ପୋଲିସକୁ ମିଳିଛି ସଫଳତା। କାଲିମେଳା ଥାନା ଅଞ୍ଚଳର ଦୟାଲୁତୁଙ୍ଗ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରିଛି। ବିପୁଳ ପରିମାଣରେ ମାଓ ବିସ୍ପୋରକ ସାମଗ୍ରୀ ଉଦ୍ଧାର କଲେ ଯବାନ। ବିଶେଷ ସୂତ୍ରରୁ ଖବର ପାଇ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal
ନୂଆପଡ଼ା :- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଠାରୁ ସିଆଲଲଟିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥ‌ିବା ଅଭିଯୋଗ ହୋଇଛି।...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

Odisha Halchal
ଭଞ୍ଜନଗର:-(ଓଡିଶା ହାଲଚାଲ) ଭଞ୍ଜନଗର ବସଷ୍ଟାଣ୍ଡକୁ ପ୍ରତି ଦିନ ହଜାର ହଜାର ଯାତ୍ରୀ ଆସନ୍ତି କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସୁଖ ନିଦ୍ରା ଯୋଗୁଁ ବସଷ୍ଟାଣ୍ଡ ପଥପ୍ରାନ୍ତ ପରିଶ୍ରାଗାର ସବୁସମୟରେ...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ

Odisha Halchal
ବଲାଙ୍ଗୀର:-ଓଡିଶା ହାଲଚାଲ(ରିପୋର୍ଟ -ଜନ୍ମେଜୟ ଚନ୍ଦନ) ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି।...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କଂଗ୍ରେସ ର ସମାବେଶ, ରାଜନେତାଙ୍କ ଟଙ୍କା ଦେଇ ଲୋକ ଜମା କରିବା ପୁରୁଣା ଅଭ୍ୟାସ।

Odisha Halchal
ଓଡିଶା ହାଲଚାଲ ଜୟପୁର :- (ଓଡିଶା ହାଲଚାଲ) କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏହି ଶୋଭାଯାତ୍ରା ଜୟପୁର ପାୱାର ହାଉସ ଛକ ଠାରୁ ଆରମ୍ଭ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal
ରାୟଗଡ :- (ରିପୋର୍ଟ-ପ୍ରସାଦ ସାହୁକାର)ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଭୟାବହ ଟ୍ରେନ ଦୁର୍ଘଟଣାର କାରଣ କହିଲେ ମନ୍ତ୍ରୀ

Odisha Halchal
ଆନ୍ଧ୍ର: ୦୪/୦୩(ଓଡ଼ିଶା ହାଲଚାଲ୍ ବ୍ୟୁରୋ) ୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନର...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଗୋଟିଏ ଦିନରେ ଚାରୋ ଚାରୋଟି ଶବ

Odisha Halchal
ରାଜନଗର :-କେନ୍ଦ୍ରାପଡା ତାଳଚୁଆ ରାଜନଗର ଅଞ୍ଚଳରେ ଶବର ତାଣ୍ଡବ ଗୋଟିଏ ଦିନରେ ଚାରୋ ଚାରୋଟି ଶବ ଯାହା ସାରା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି । ପ୍ରଥମେ ସକାଳୁ ସକାଳୁ ରଙ୍ଗଣୀ ପଞ୍ଚାୟତ ଚାଆଁରା କୋଲ୍ହା...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମନିପର୍ସରୁ ମହାଭାରତ

Odisha Halchal
ବାରିପଦା:-(ଓଡିଶା ହାଲଚାଲ) ମନିପର୍ସରୁ ମହାଭାରତ। ଯୁବକଙ୍କୁ ପିଟି ପିଟି ହତ୍ୟା। ବାରିପଦା ସୁନଗଡିଆରେ ଅଭାବନୀୟ ଘଟଣା ଘଟିଛି । ଶନିବାର ସୁନଗଡିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal
କଟକ:-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ )ରାଜ୍ୟର ବିଭିନ୍ନ ଜିଲାର ପ୍ରସିଦ୍ଧ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ପରି କଟକର ବିଶ୍ୱ ପ୍ରସିଦ୍ଧ ତାରକସୀ କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ମିଳିଥିବା ସୂଚନା ମିଳିଛି। ଏଥିନେଇ ଜିଓଗ୍ରାଫିକାଲ...