ଅପରାଧଓଡ଼ିଶା ଖବରନ୍ୟୁଜ୍

ମୂଲଚାଲ ନେଲା ଭୟଙ୍କର ରୂପ

ମୂଲଚାଲ ନେଲା ଭୟଙ୍କର ରୂପ

ଭୟଙ୍କର ରୂପ ନେଲା ଗ୍ରାହକ ଏବଂ ଦୋକାନୀଙ୍କ ମଧ୍ୟରେ କଥା କଟାକଟି। ଗ୍ରାହକଙ୍କ ବେକ କାଟିଦେଲେ ଦୋକାନୀ। ଫଳକୁ ନେଇ ମୂଲଚାଲ କରିବାରୁ ଏମିତି ଅଭାବନୀୟ ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଥିବା ଏକ ଫଳ ଦୋକାନରେ ଘଟିଛି। ଦୁଇ ଗ୍ରାହକଙ୍କ ବେକ କାଟିଲେ ଫଳ ଦୋକାନୀ । ଦୁଇ ଗ୍ରାହକଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related posts

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

Odisha Halchal

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ

Odisha Halchal

ଘର ଦ୍ୱାର ମୁଁହଁ ତାଲା ଭାଙ୍ଗି ଶଶୁର ଘରେ ପ୍ରବେଶ କଲା ବୋହୂ

Odisha Halchal

Leave a Comment