Category : ଦେଶ ବିଦେଶ

ଦେଶ ବିଦେଶନ୍ୟୁଜ୍

ମିଶନ୍ ଗଙ୍ଗା’: ୟୁକ୍ରେନ୍ ରୁ ଭାରତ ଫେରିଲେ ଆଉ ୬୩୦ ଭାରତୀୟ, ରୋମାନିଆ ଓ ହଙ୍ଗେରୀ ଦେଇ ଫେରିଲେ ସ୍ୱଦେଶ

Odisha Halchal
ୟୁକ୍ରେନ୍‌-ଋଷ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ମିଶନ୍ ଗଙ୍ଗା ଆରମ୍ଭ କରିଥିବା ବେଳେ ପ୍ରତିଦିନ ଶହ ଶହ ଭାରତୀୟଙ୍କୁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

Odisha Halchal
ରୁଷର କମ୍ପାନୀ ଗୁଡିକ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ପଶ୍ଚିମ ରାଷ୍ଟ୍ର ଗୁଡିକ ବ୍ୟାନ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଧୂଆଁ, ହୋଇପାରେ ବଡ଼ଧଣଣର ବିସ୍ଫୋରଣ ୟୁକ୍ରେନ୍‌

Odisha Halchal
ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ୟୁରୋପର ସର୍ବବୃହତ୍ତ ପରମାଣୁ ଶକ୍ତି କେନ୍ଦ୍ରରୁ ଧୂଆ ନିର୍ଗତ ହେଉଥିବା ଦେଖାଯାଉଛି । ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ନିଆଁ ଲାଗିବା ପରେ ରୁଷୀୟ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

Odisha Halchal
ଭବିଷ୍ୟବାଣୀକୁ ନେଇ କିଛିଲୋକ ବିଶ୍ବାସ କରୁଥିବା ବେ‌ଳେ ଆଉ କିଛି ଲୋକ ଏହାକୁ ବିଶ୍ବାସ କରି ନଥାଆନ୍ତି। ଦୁନିଆରେ ଅନେକ ବଡ଼ବଡ଼ ଜ୍ୟୋତିର୍ବିଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ଏମିତି କିଛି ଜ୍ୟୋତିର୍ବିଦ ଅଛନ୍ତି ଯେଉଁମାନେ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ-ୟୁକ୍ରେନ୍ ଯୁଦ୍ଧ ବେଲାଋଷରେ ଆରମ୍ଭ ହେଲା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

Odisha Halchal
ଦୀର୍ଘ ୫ ଦିନ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ । ପ୍ରତି ମୂହୂର୍ତ୍ତରେ ୟୁକ୍ରେନ୍‌ରେ ବିସ୍ଫୋରଣ କରୁଛି ଋଷ । ୟୁକ୍ରେନ୍ ମଧ୍ୟ ଯଥା ସମ୍ଭବ ଜବାବ୍ ଦେଉଛି...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ

Odisha Halchal
ବକ୍ସ ଅଫିସ୍‌ରେ ଧମାଲ ମଚାଉଛି ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ । ଗତ ଫିଲ୍ମ ଫ୍ରାଇଡେର ରିଲିଜ୍ ହୋଇଥିବା ଗଙ୍ଗୁବାଇ ରବିବାର ସୁଦ୍ଧା ପ୍ରାୟ ୪୦...
ଦେଶ ବିଦେଶନ୍ୟୁଜ୍

ଋଷର ୟୁକ୍ରେନ ଆକ୍ରମଣର ଦ୍ୱିତୀୟ ଦିନ, ଭାରତରୁ ଔଷଧ ଏବଂ ରାଜନୈତିକ ସହାୟତା ଲୋଡିଥିଲେ ୟୁକ୍ରେନ୍ ସାଂସଦ

Odisha Halchal
ଋଷିଆ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୟୁକ୍ରେନ୍ ସାଂସଦ ସୋଫିଆ ଫେଡାଇନା ଭାରତରୁ ଔଷଧ ସହାୟତା ଲୋଡିଛନ୍ତି। ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଇଣ୍ଡିଆଟୁଡେକୁ କହିଛନ୍ତି, “ୟୁକ୍ରେନ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଯୁଦ୍ଧ ଭିତରେ ପ୍ରଥମ ଥର ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍, ରୋସ୍ତୋକ୍ ସହରରେ ବ୍ୟାପକ କ୍ଷୟକ୍ଷତି

Odisha Halchal
ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଢିଲା ଅଶୋଧିତ ତୈଳ ଦର, ୧୦୦ ଡଲାର ପାରି କଲା ବ୍ୟାରେଲ ପିଛା ଦର, ସୁନା ୫୧୫୦୦ ପାର୍‌

Odisha Halchal
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଯୁଦ୍ଧ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ପରେ ଭାରତୀୟ ଷ୍ଟକ ବଜାର ଆଜି ପ୍ରବଳ ହ୍ରାସ ସହ ଖୋଲିଛି। ଏଥି ସହିତ ଅଶୋଧିତ ତୈଳ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ ଉପରେ ଆକ୍ରମଣ କରିବେ ୩୦ ନାଟୋ ଦେଶ

Odisha Halchal
ପାଲଟା ଜବାବ ଦେବା ଆରମ୍ଭ କରିଛି ୟୁକ୍ରେନ୍ । ଋଷର ପାଞ୍ଚୋଟି ଫାଇଟର୍ ବିମାନକୁ ୟୁକ୍ରେନ ଧ୍ୱଂସ କରିଥିବା ସୂଚନା ମିଳିଛି । ସେହିପରି ନାଟୋ ମଧ୍ୟ ଋଷ ଉପରେ ଆକ୍ରମଣ କରିବା ନେଇ...