୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ
ନୂଆପଡ଼ା :-ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନବନ୍ଧ ସ୍ଥିତ ଆପନା ଢ଼ାବା ରେ...
Popular Posts
Recent Posts
Popular Categories
Latest News
୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ
ନୂଆପଡ଼ା :-ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନବନ୍ଧ ସ୍ଥିତ ଆପନା ଢ଼ାବା ରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ରେଡ଼ କରିଥିଲେ ।
ରେଡ଼ କଲା ବେଳେ ୬୮ ବୋତଲ ବିଦେଶୀ ମଦ ଜବତ ହୋଇଥିଲା । ଓ ଜଣକୁ ଗିରଫ କରିଥିଲା ।ଗିରଫ ଜଣକ ହେଲେ ସୁପଲ ମେହେର ବୟସ ୪୫ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା
ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା
କାଲିମେଳା :-ଓଡ଼ିଶା ହାଲଚାଲ ( ରିପୋର୍ଟ-ନିବାଶ ମ୍ରିଧା)ମାଲକାନଗିରି ଜିଲ୍ଲା ପଟେରୁ ମହାଉତ୍ସବ କୁ ପାଣି ଢାଳିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ l ଘଟଣାଟି ଘଟିଛି ଏମପିଭି...
ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ
ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ
ନୂଆପଡ଼ା :- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଠାରୁ ସିଆଲଲଟିକୁ ସଂଯୋଗ କରୁଥିବା ରାସ୍ତା...
ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା
ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା
ଭଞ୍ଜନଗର:-(ଓଡିଶା ହାଲଚାଲ) ଭଞ୍ଜନଗର ବସଷ୍ଟାଣ୍ଡକୁ ପ୍ରତି ଦିନ ହଜାର ହଜାର ଯାତ୍ରୀ ଆସନ୍ତି କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସୁଖ ନିଦ୍ରା...
ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ
ବିପୁଳ ମାତ୍ରାରେ କଫସିରଫ ଓ ନିଶା ବଟିକା ଜବତ
ବଲାଙ୍ଗୀର:-ଓଡିଶା ହାଲଚାଲ(ରିପୋର୍ଟ -ଜନ୍ମେଜୟ ଚନ୍ଦନ) ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ...
ବାଇକକୁ ଧକ୍କାଦେଲା ଟ୍ରକ
ବାଇକକୁ ଧକ୍କାଦେଲା ଟ୍ରକ
ରାୟଗଡା:-ଓଡ଼ିଶା ହାଲଚାଲ(ରିପୋର୍ଟ-ପ୍ରସାଦ ସାହୁକାର) ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକକୁ ପଛପଟୁ ଟ୍ରକ ଧକ୍କାଦେବାରୁ ବାଇକରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା...
ଶୁଭାରମ୍ଭ ହେଲା କୋମନା ଲୋକ ମହୋତ୍ସବ
ଶୁଭାରମ୍ଭ ହେଲା କୋମନା ଲୋକ ମହୋତ୍ସବ
ନୂଆପଡ଼ା:- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କୋମନା ଗଡ଼ର କଳା ସଂସ୍କୃତି ଲୋକଗୀତ, ନାଚ, ସଂଗୀତ, ଐତିହ୍ୟ, ପରମ୍ପରାର ମହାପର୍ବ କୋମନା...
ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି
ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି
ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି...