Category : ଦେଶ ବିଦେଶ

ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal
ଗମ୍ଭୀର ହେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସ୍ଥିତି । ଆଜି ଋଷ ପକ୍ଷରୁ ମିଲିଟାରି ଆକ୍ସନ ଘୋଷଣା କରାଯିବା ପରେ ଚିନ୍ତାରେ ସବୁ ଦେଶ । ଦୁଇ ଦେଶ ମଧ୍ୟରେ ଏଭଳି...
ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal
ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ବ୍ୟାଙ୍କ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ମେହେଟ୍ଟା ଜଷ୍ଟିସ୍ ଏମ୍...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

Odisha Halchal
ଆଜି ଲୋକସଭାରେ ବର୍ଷ ୨୦୨୨-୨୩ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ଦେଶରେ କରୋନା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରି ରଖିଛି ଏବଂ ଏହାରି ମଧ୍ୟରେ ବଜେଟ୍...
ଦେଶ ବିଦେଶନ୍ୟୁଜ୍

ବଜେଟ @୨୦୨୨: ୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Odisha Halchal
ସଂସଦରେ ବଜେଟ୍ ଉପସ୍ଥାପନ  । ଅନେକ ଜନକଲ୍ୟାଣକାରୀ ଯୋଜନା ବାବଦରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହାସହ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି । ଅର୍ଥମନ୍ତ୍ରୀ ଘୋଷଣା...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

Odisha Halchal
ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନ୍‌ର ପେଣ୍ଟ୍ରିକାର୍‌ରେ ନିଆଁ ଲାଗିଛି । ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ନିକଟରେ ଘଟିଛି ଘଟଣା । ଅଗ୍ନିଶମ ବାହିନୀ ପକ୍ଷରରୁ ନିଆଁ ଲିଭା କାର୍ଯ୍ୟ ଜାରି । ଖବର...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

୬୯ ବର୍ଷ ପରେ ଟାଟାକୁ ଫେରିବ ଏୟାର ଇଣ୍ଡିଆ, ଆଜି ଟାଟା ଗ୍ରୁପକୁ ଆନୁଷ୍ଠାନିକ ଭାବେ କରାଯିବ ହସ୍ତାନ୍ତର

Odisha Halchal
୬୯ ବର୍ଷର ଦୀର୍ଘ ଯାତ୍ରା ପରେ ଗୁରୁବାର ଦିନ ଏୟାର ଇଣ୍ଡିଆକୁ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିବାକୁ ଯାଉଛି। ଆନୁଷ୍ଠାନିକ ସ୍ଥାନାନ୍ତରର ସାକ୍ଷୀ ହେବା ପାଇଁ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ଏନ...