ଅପରାଧଦେଶ ବିଦେଶନ୍ୟୁଜ୍ଜାମ୍ମୁ କାଶ୍ମୀର ଉଧମପୁର ତହସିଲ କାର୍ଯ୍ୟାଳୟ ନିକଟରେ ବିସ୍ପୋରଣOdisha HalchalMarch 9, 2022 by Odisha HalchalMarch 9, 2022046 ଜାମ୍ମୁ କାଶ୍ମୀରର ଉଧମପୁର ଅଞ୍ଚଳରେ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଏଥିରେ ଆହାତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର...
ଦେଶ ବିଦେଶନ୍ୟୁଜ୍ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସOdisha HalchalMarch 8, 2022 by Odisha HalchalMarch 8, 2022045 ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ରୁଷ ଘନଘନ ଆକ୍ରମଣ କରୁଥିଲେ ହେଁ ୟୁକ୍ରେନ ମଧ୍ୟ ଜବାବ ଦେବାରେ କୌଣସି ଅବହେଳା କରୁନାହିଁ। ୧୨ ଦିନର ଯୁଦ୍ଧ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନବେଡ୍ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍ ଭୁବନOdisha HalchalMarch 7, 2022 by Odisha HalchalMarch 7, 2022072 ଆଖିରେ କଳା ଚଷମା ଆଉ ଦେହରେ ହଳଦିଆ କୁର୍ତା। କାନ୍ଧରେ ବ୍ୟାଗ୍। ଚିତା ଚଇତନ କାଟି ପୁଣି ଟ୍ରାକ୍ ଫେରିଛନ୍ତି କାଚା ବାଦାମ୍… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ...
ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ‘ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନାOdisha HalchalMarch 7, 2022 by Odisha HalchalMarch 7, 2022051 ପ୍ରସିଦ୍ଧି ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ସାରେଗାମାପା’ର ଟ୍ରଫି ହାତେଇଲେ ପଶ୍ଚିମବଙ୍ଗର ନୀଲାଞ୍ଜନା ରୟ। ସର୍ବାଧିକ ଭୋଟ ପାଇ ସେ ଜିତିଲେ ଏହି ଶୋ’ର ଟାଇଟଲ। ସେ ଏହି ଶୋ’ର ବିଜେତା ହେବା ସହ ତାଙ୍କୁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲOdisha HalchalMarch 7, 2022 by Odisha HalchalMarch 7, 2022058 ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ ଦର। ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି କ୍ରୁଡ୍ ଅଏଲ୍। ଦୁଇ ଦିନ ଭିତରେ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରସର୍ବନିମ୍ନ ଜିଏସ୍ଟି ୮% ହେବ ତିନି ଥାକିଆ ଜିଏସ୍ଟି ବ୍ୟବସ୍ଥା ଆସିବOdisha HalchalMarch 7, 2022 by Odisha HalchalMarch 7, 20220323 ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ର ସର୍ବନିମ୍ନ ସ୍ଲାବ୍କୁ ବର୍ତ୍ତମାନର ୫%ରୁ ବଢ଼ାଇ ୮% କରିବା ନେଇ ବିଚାରବିମର୍ଶ ଚାଲିଛି। ଜିଏସ୍ଟି ପରିଷଦର ଆସନ୍ତା ବୈଠକରେ ଏବିଷୟରେ ଆଲୋଚନା ହେବ। ଜିଏସ୍ଟି ମାଧ୍ୟମରେ କିଭଳି...
ଦେଶ ବିଦେଶନ୍ୟୁଜ୍ମୋଦୀଙ୍କୁ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅନୁରୋଧOdisha HalchalMarch 7, 2022 by Odisha HalchalMarch 7, 20220238 ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି। ଏହି ଯୁଦ୍ଧ ସମସ୍ତଙ୍କ ସ୍ବାର୍ଥ ବିରୋଧୀ। ତେଣୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲାOdisha HalchalMarch 7, 2022 by Odisha HalchalMarch 7, 20220236 ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ବିଶ୍ୱବ୍ୟାପ ତାର ତାଣ୍ଡବ ଦେଖାଇବା ପରେ ଏବେ କରୋନା ଭାଇରସ ପୁଣି ଚାଇନାକୁ ଫେରିଆସିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ମହାମାରୀ ଆରମ୍ଭରେ ୱୁହାନ ଆରମ୍ଭ ହେବା ଦିନଠାରୁ...
ଅପରାଧଦେଶ ବିଦେଶନ୍ୟୁଜ୍ରୁଷିଆର କାର୍ଯ୍ୟାନୁଷ୍ଠାନ: ୟୁଏସ୍ ବାସ୍କେଟବଲ ଚାମ୍ପିଅନ୍ ଟିମ୍ର ଖେଳାଳି ଗିରଫOdisha HalchalMarch 6, 2022 by Odisha HalchalMarch 6, 20220255 ଆମେରିକାର ଷ୍ଟାର ବାସ୍କେଟବଲ ଖେଳାଳି ବ୍ରିଟନୀ ଗ୍ରିନରଙ୍କୁ ରୁଷିଆ ଗିରଫ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗ୍ରିନରଙ୍କୁ ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରାଯାଇଛି । ୟୁକ୍ରେନ୍ରେ ରୁଷିଆର ସେନା କାର୍ଯ୍ୟାନୁଷ୍ଠାନକୁ ନେଇ...
ଦେଶ ବିଦେଶନ୍ୟୁଜ୍ୟୁକ୍ରେନ୍ ନ ଶୁଣିଲେ ବିପଦପୂର୍ଣ୍ଣ ହେବ ଏହାର ଭବିଷ୍ୟତ: ଭ୍ଳାଦିମୀର ପୁତିନOdisha HalchalMarch 6, 2022 by Odisha HalchalMarch 6, 20220264 ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ସଂଘର୍ଷ ଏକାଦଶ ଦିନରେ ପାଦ ଥାପିଛି । ଯୁଦ୍ଧର ସ୍ଥିତି ଦିନକୁ ଦିନ ଖରାପ ଆଡ଼କ ଗତିକରୁଛି । ଏହାରି ମଧ୍ୟରେ ଟିଭିରେ ପ୍ରସାରିତ ଏକ...