ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

ଚାଇନାକୁ ଫେରିଲା କରୋନା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ବିଶ୍ୱବ୍ୟାପ ତାର ତାଣ୍ଡବ ଦେଖାଇବା ପରେ ଏବେ କରୋନା ଭାଇରସ ପୁଣି ଚାଇନାକୁ ଫେରିଆସିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ମହାମାରୀ ଆରମ୍ଭରେ ୱୁହାନ ଆରମ୍ଭ ହେବା ଦିନଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହୋଇଛି।

ଚାଇନାରେ ଗୋଟିଏ ଦିନରେ ପ୍ରାୟ ୫୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତ ଦୁଇ ବର୍ଷ ମ୍ୟୟରେ ଗୋଟିଏ ଦିନରେ ସର୍ବାଧିକ । ଚାଇନାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ଦେଶ ଗୁଡ଼ିକ ସତର୍କତା ଅବଲମ୍ବନ କରୁଛନ୍ତି ।

ଖବର ମୁତାବକ ଚାଇନାର କଳିଙ୍ଗଡୋ ସହରରେ ଛାତ୍ରମାନଙ୍କ ମଧ୍ୟରେ ଓମିକ୍ରୋନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏକା ସାଙ୍ଗରେ ପ୍ରାୟ ୮୮ ଛାତ୍ର ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା ଆରମ୍ଭରୁ ଏପର୍ଯ୍ୟନ୍ତ ୪୪.୬୬ କୋଟି କରୋନାରେ ସଂକ୍ରମିତ ହେଲେଣି । ଏଥି ସହିତ କରୋନା ଜନିତ ମୃତ୍ୟ ସଂଖ୍ୟା ୬୦ ଲକ୍ଷ ନିକଟତର ହୋଇଛି ।

Related posts

ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ୍‌ କରୁଥିଲେ ନିରଞ୍ଜନ, ବାରମ୍ବାର ଆଶ୍ରମ ବି ଯାଉଥିଲେ

Odisha Halchal

ଜିଲ୍ଲାର ଏକମାତ୍ର ଟସର ଚାଷୀ ସମବାୟ ସମିତି କାର୍ଯ୍ୟାଳୟକୁ ରାସ୍ତା ନାହିଁ

Odisha Halchal

ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି

Odisha Halchal

Leave a Comment