ଓଡ଼ିଶା ଖବରନ୍ୟୁଜ୍

ଦୁର୍ଘଟଣାରେ ବୋଲବମ୍ କାଉଡିଆ ମୃତ୍ୟୁ

ଦୁର୍ଘଟଣାରେ ବୋଲବମ୍ କାଉଡିଆ ମୃତ୍ୟୁ

ବୋଲବମ୍ କାଉଡିଆ ଭକ୍ତଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା କଲିକତାରେ ଘଟିଛି। ଶ୍ରାବଣ ଜଳାଭିଷେକ ନିମନ୍ତେ ଗଙ୍ଗାନଦୀରୁ ପବିତ୍ର ପାଣି ଉଠାଇ ଆସୁଥିବା କାଉଡିଆ ଉକ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ଜଣେ କାଉଡିଆ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ କାଉଡିଆ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡିଛି। ଏହି ଦୁର୍ଘଟଣାରେ ଜୀବନ ହାରିଥିବା କାଉଡିଆ ଜଣଙ୍କ ମାର୍ଶାଘାଇ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

କାଉଡିଆ ଭକ୍ତଟି କଲିକତା ଗଙ୍ଗାନଦୀରୁ ପାଣି ଉଠାଇ ଓଡ଼ିଶା ଆସୁଥିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ।

Related posts

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

Odisha Halchal

କାଶୀପୁରରେ ୫ ବର୍ଷ ପରେ ଦେଖାଦେଲା ‘ଭିବ୍ରିଓ କଲେରା

Odisha Halchal

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

Leave a Comment