ଅପରାଧଓଡ଼ିଶା ଖବରନ୍ୟୁଜ୍

୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

୧୨ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ, ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ

୧୨ ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ୧୦ବର୍ଷ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଧର୍ମଗଡ ଏଡିଜେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କର୍ମେଲ ଗାଁର ଜଣେ ଯୁବତୀ ବିଲକୁ ପନିପରିବା ପାଇଁ ଯାଇଥିବା ସମୟରେ ସେହି ଗାଁର ବୈଷ୍ଣବ ମାଝୀ ତାଙ୍କୁ ଦୁଷ୍କର୍ମ କରିଥିଲେ l ଯାହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେଇଥିଲେ ।

ସେହି ଘଟଣାରେ ସୋମବାର ଏଡିଜେ ଧର୍ମଗଡ ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ବୈଷ୍ଣବ ମାଝୀକୁ ୧୦ ବର୍ଷ ଜେଲ୍ ସହିତ ୧୦ ହଜାର ଟଙ୍କା ଜରିମାନା ରାୟ ଦେଇଛନ୍ତି l

Related posts

ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ

Odisha Halchal

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଶଢଯନ୍ତ୍ର !

Odisha Halchal

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

Leave a Comment