ଓଡ଼ିଶା ଖବରନ୍ୟୁଜ୍

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ରାୟଗଡା :- (ରିପୋର୍ଟ-ପ୍ରସାଦ ସାହୁକାର)ବିଷମକଟକ ବ୍ଲକ ଓ ମୁନିଗୁଡା ବ୍ଲକ ଅନ୍ତର୍ଗତ ଗୋଷ୍ଟି ଶିକ୍ଷା କେନ୍ଦ୍ର ଠାରୁ ପ୍ରତେକ ପଞ୍ଚାୟତ ଓ ଗ୍ରାମରେ ଶିକ୍ଷା ସଚେତନତା ରଥ ପରିକ୍ରମା କରି ଓ ଅଭିବାବକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରତେକ ସ୍କୁଲର ପିଲାମାନଙ୍କ କିବୋଲି ସଚେତନତା ହେବେ ତାହା ନେଇ ଶିକ୍ଷା ରଥ 19ରୁ 23 ପଯ୍ୟନ୍ତ ଏହି ଶିକ୍ଷା ରଥ ପରିବ୍ରମଣ କରିବ ବୋଲି ସି ଆର ସିସି ହରିଦୁର ବାତ୍ରା କହି ଛନ୍ତି।

ଝିଆରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀବକର ସେନାପତି ମଧ୍ଯ ଉପସ୍ଥିତ ରହି ପିଲାମାନେ ଓ ଗ୍ରାମର କିଛି ମହିଲା ସଚେତନତା କରି ଏହି ଶିକ୍ଷା ରଥରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଦୁପ ଦିପଦ ଦେଇ ପୁଜା ଅର୍ଜନ କରିଥିଲେ ।ସିଆର ସିସି ଡୁକୁମ ରାଜେଶ କୁମାର ବିଶ୍ବାଳ ମଧ୍ଯ ଏହି ଶିକ୍ଷା ରଥରେ ପରିକ୍ରମା ସଚେତନତା ପିଲାମାନଙ୍କୁ କରାଉ ଛନ୍ତି।

ସେହି ବୋଲି ମୁନିଗୁଡା ବ୍ଲକର ଗୋଷ୍ଟି ଶିକ୍ଷା କେନ୍ଦ୍ର ଠାରେ ଶିକ୍ଷା ରଥ ଶୁଭାରମ୍ଭ ହୋଇଥିଲା ବିଡିଓ ଦିଲ୍ଲୀପ କୁମାର ବେହେରା, ଆଇ ଆଇସି ସୁଜ୍ଞନୀ ସାହୁ, ତହସିଲ ଦାର ଦେବାଶିଷ ଗୌଡ, ସି ଆର ସି ସିମାଞ୍ଚଳ ନେମାଳିପୁରୀ ,ଗୋଷ୍ଟି ଶିକ୍ଷା ଅଧିକାରୀ ଭି ଭାସ୍କର ରାଓ ଉପସ୍ଥିତରେ ଏହି ଶିକ୍ଷା ରଥ ଶୁଭାରମ୍ଭ କରିଥିଲେ।

Related posts

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

Odisha Halchal

ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ଏହି ୫ଟି ଜିନିଷ, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ୍

Odisha Halchal

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

Leave a Comment