Tuesday, August 9, 2022
Homeଓଡ଼ିଶା ଖବରଦୁର୍ଘଟଣାରେ ବୋଲବମ୍ କାଉଡିଆ ମୃତ୍ୟୁ

ଦୁର୍ଘଟଣାରେ ବୋଲବମ୍ କାଉଡିଆ ମୃତ୍ୟୁ

ବୋଲବମ୍ କାଉଡିଆ ଭକ୍ତଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା କଲିକତାରେ ଘଟିଛି। ଶ୍ରାବଣ ଜଳାଭିଷେକ ନିମନ୍ତେ ଗଙ୍ଗାନଦୀରୁ ପବିତ୍ର ପାଣି ଉଠାଇ ଆସୁଥିବା କାଉଡିଆ ଉକ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଦୁର୍ଘଟଣାରେ ଜଣେ କାଉଡିଆ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ କାଉଡିଆ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡିଛି। ଏହି ଦୁର୍ଘଟଣାରେ ଜୀବନ ହାରିଥିବା କାଉଡିଆ ଜଣଙ୍କ ମାର୍ଶାଘାଇ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି।

କାଉଡିଆ ଭକ୍ତଟି କଲିକତା ଗଙ୍ଗାନଦୀରୁ ପାଣି ଉଠାଇ ଓଡ଼ିଶା ଆସୁଥିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର