ଓଡ଼ିଶା ଖବରନ୍ୟୁଜ୍

ଫୁଲଝର ଗ୍ରାମରେ ହାତୀ ଆକ୍ରମଣ

ଫୁଲଝର ଗ୍ରାମରେ ହାତୀ ଆକ୍ରମଣ

ସୁନ୍ଦରଗଡ଼:-ରାଉରକେଲାର ବିଶ୍ରା ବନାଞ୍ଚଳ ଅନ୍ତର୍ଗତ ଫୁଲଝର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଫୁଲଝର ଗ୍ରାମର ଆରି କୁମ୍ଭାର (୫୫)ନିକଟସ୍ଥ ପଡିଆରେ ଶୌଚ କରିବା ପାଇଁ ଯାଇଥିବା ବେଳେ ହଠାତ ଜଗଂଲ ପଟୁ ଏକ ଦନ୍ତାହାତୀ ସମ୍ମାନରେ ପଡି ଯାଇଥିବାରୁ ହାତୀଟି ଶୁଣ୍ଡରେ ଉଠାଇ କଚାଡି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖବର ପାଇ ବିଶ୍ରା ପୋଲିସ ଓ ବନବିଭାଗର ରେଞ୍ଜର ଓ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Related posts

ଡିଜିଟାଲ ଓଜନ ମେସିନ ରେ ଠକାମୀ

Odisha Halchal

ସମ୍ପତ୍ତି ଲୋଭରୁ ସର୍ବନାଶ : ମା’କୁ ହତ୍ୟା କରି ପୋଡିଦେଲା ପୁଅ

Odisha Halchal

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

Leave a Comment