ଅପରାଧଓଡ଼ିଶା ଖବରନ୍ୟୁଜ୍

ବେଆଇନ କପ୍ ଶିରପ କାରବାର

ବେଆଇନ କପ୍ ଶିରପ କାରବାର

ଖପ୍ରାଖୋଲ :-(ରିପୋର୍ଟ :-ଅଭିନାଶ ବିଶ୍ୱାଳ ) ଖପ୍ରାଖୋଲ ଥାନା ପୋଲିସ ବେଆଇନ କପ୍ ଶିରପ କାରବାର ଅଭିଯୋଗ ରେ ଶୁକ୍ରବାର ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

କୋର୍ଟ ଚାଲାଣ ଦୁଇ ଜଣ ହେଲେ ପାଟିମାଲ ଗାଁ ର ସିଦ୍ଧେ ପ୍ରଧାନ (୩୮)ଓ ଧଣ୍ଡାମୁଣ୍ଡା ଗାଁ ର ରାମ ମାଝୀ (୩୦) ବୋଲି ପୋଲିସ ସୂଚନା ଦେଇଛି।

ବେଆଇନ କପ୍ ସିରଫ ରଖିବା ଅଭିଯୋଗେ ଗୁରୁବାର ରାତିରେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କ ଠାରୁ ୧୨ ବୋତଲ କୋରେକ୍ସ କପ୍ ସିରଫ ଜବତ କରି ଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନ ୨୫୪/୨୨ରେ ଏକ ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related posts

ଛାତ୍ର ଛାତ୍ରୀ ଙ୍କ ପାଇଁ ବାଧକ ସାଜିଛି ରେଳପଥ

Odisha Halchal

ଟ୍ରେନ୍‌ ଲାଇନ୍‌ରେ ବିସ୍ଫୋରଣ କଲେ ନକ୍ସଲ! ରାଜଧାନୀ ଏକ୍ସପ୍ରେସ୍‌ ସମେତ ୭ଟି ଟ୍ରେନ୍‌ର ବଦଳିଲା ଗତିପଥ

Odisha Halchal

ବଢିଚାଲିଛି ଦେଶୀ ମଦ କାରବାର

Odisha Halchal

Leave a Comment