ଅପରାଧଓଡ଼ିଶା ଖବରନ୍ୟୁଜ୍

ବେଆଇନ କପ୍ ଶିରପ କାରବାର

ବେଆଇନ କପ୍ ଶିରପ କାରବାର

ଖପ୍ରାଖୋଲ :-(ରିପୋର୍ଟ :-ଅଭିନାଶ ବିଶ୍ୱାଳ ) ଖପ୍ରାଖୋଲ ଥାନା ପୋଲିସ ବେଆଇନ କପ୍ ଶିରପ କାରବାର ଅଭିଯୋଗ ରେ ଶୁକ୍ରବାର ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

କୋର୍ଟ ଚାଲାଣ ଦୁଇ ଜଣ ହେଲେ ପାଟିମାଲ ଗାଁ ର ସିଦ୍ଧେ ପ୍ରଧାନ (୩୮)ଓ ଧଣ୍ଡାମୁଣ୍ଡା ଗାଁ ର ରାମ ମାଝୀ (୩୦) ବୋଲି ପୋଲିସ ସୂଚନା ଦେଇଛି।

ବେଆଇନ କପ୍ ସିରଫ ରଖିବା ଅଭିଯୋଗେ ଗୁରୁବାର ରାତିରେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କ ଠାରୁ ୧୨ ବୋତଲ କୋରେକ୍ସ କପ୍ ସିରଫ ଜବତ କରି ଥିବା ବେଳେ ଏନେଇ ଖପ୍ରାଖୋଲ ଥାନା କେସ ନ ୨୫୪/୨୨ରେ ଏକ ମାମଲା ରୁଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related posts

କିନ୍ନରଙ୍କ ସହ ପ୍ରେମ

Odisha Halchal

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal

ଟର୍ଚ୍ଚ ଲାଇଟରେ ଚାଲିଛି ସ୍ୱାସ୍ଥ୍ୟ ସେବା

Odisha Halchal

Leave a Comment