ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧାୟକଙ୍କ କୋଳରେ କିଏ

ବିଧାୟକଙ୍କ କୋଳରେ କିଏ

ଏ ଫଟୋ କହୁଛି ଅନେକ କଥା…..ସୋମାଲିକାଙ୍କ ଆଖିରୁ ଶୁଖୁନି ଲୁହ। ଆଉ ଏପଟେ ବିଧାୟକଙ୍କ କୋଳରେ ଆଉ ଜଣେ ଯୁବତୀ। ସେଇଠି ପ୍ରତିଶ୍ରୁତି ଆଉ ଏଇଠି ଚାଲିଛି ରୋମାନ୍ସ। ବିଧାୟକ ବିଜୟ ଶଙ୍କର ଆଉ ଜଣେ ଯୁବତୀଙ୍କ ସହିତ ଫଟୋ ଭାଇରାଲ ହୋଇଛି।

ଏପଟେ ବହୁ ଦିନରୁ ଗଲଫେଣ୍ଡ ବୋଲି କହିବା ସହିତ ବାହା ହେବାକୁ ଦାବି କରି ଆସୁଥିବା ସୋମାଲିକାଙ୍କ ବିବାଦ ଥମିନି। ଆଉ ଏପଟେ ସୋସିଆଲ ମିଡିଆରେ ଏବେ ଆଉ ଜଣେ ଯୁବତୀଙ୍କ ସହିତ ବିଧାୟକଙ୍କ ଫଟୋ ଭାଇରାଲ ହେଉଛି। ଯେଉଁଠି ଆପଣ ଦେଖି ପାରୁଥିବେ କିଭଳି ବିଧାୟକ ଶୋଇଛନ୍ତି ବିଧାୟକଙ୍କ ଛାତି ଉପରେ ମୁଣ୍ଡ ଥୋଇ ଶୋଇଛନ୍ତି ଆଉ ଜଣେ ଯୁବତୀ। ଆଉ ସେପଟେ ଥାନାକୁ ଦୈଡି ଦୈଡି କାନ୍ଦୁଛନ୍ତି ବାନ୍ଧବୀ ସୋମାଲିକା।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଙ୍କର ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତମାନ ସବୁଠାରୁ ବଡ଼ କଥା କିଏ ଇହି ଯୁବତୀ ଜଣକ। ଯେକି ବିଧାୟକଙ୍କ କୋଳରେ ଶୋଇଛନ୍ତି। ସେପଟେ ଥାନାକୁ ଦୈଡୁଛନ୍ତି ବାରମ୍ବାର ସୋମାଲିକା। ଆଉ ଏପଟେ ବିଧାୟକ ବାବୁ ଆଉ ଜଣେ ଯୁବତୀଙ୍କ ସହିତ ରୋମାନ୍ସ ରେ ଦେଖା ଯାଉଛନ୍ତି। ତେବେ ଦେଖାଯାଉ ଆଗକୁ ତଦନ୍ତ ହେଲା ପରେ କ’ଣ ତଥ୍ୟ ସାମ୍ନାକୁ ଆସୁଛି।

Related posts

ଗରିବ ଓ ଅସହାୟଙ୍କୁ କମ୍ବଳ ବାଣ୍ଟିଲା ବାଲିମେଳା ବିକାଶ ମଞ୍ଚ

Odisha Halchal

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

ଫେକ୍ କଷ୍ଟମର କେୟାର ନମ୍ବର ଉପରେ ଲାଗିବ ଲଗାମ୍

Odisha Halchal

Leave a Comment