ଓଡ଼ିଶା ଖବରନ୍ୟୁଜ୍

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

ବଲାଙ୍ଗୀର :- (ରିପୋର୍ଟ :-ସୁନେଲି ଛତ୍ରିଆ )ଟିଟିଲାଗଡ଼ ଉପଖଣ୍ଡ ସ୍ଥିତ ଶାନ୍ତି ନଗର ପରିସରରେ ଥିବା କୃଷ୍ଠାଶ୍ରମ ଅନ୍ତେ ବାସୀଙ୍କ ପାଖକୁ ପହଂଚି ସାମାଜିକ ସଂଗଠନ ( ସେବା ) ଟିଟିଲାଗଡ଼, ରୋଗୀଙ୍କ ସହିତ ବୃକ୍ଷ୍ୟ ରୋପଣ ଓ ରସ୍ତା ସଫା କରି ସେମାନ ଙ୍କୁ ଗୋଟିଏ ଗୋଟିଏ ଲେଖା କମ୍ବଳ ବଣ୍ଟନ କରି ଥିଲେ |

ପରେ କୁମୁଡା ପାହାଡ ପରିସର ରେ ବାହାରୁ ଆସିଥିବା ଅସହାୟ ପରିବାର ତମ୍ବୁ ଗାଡି ରହୁଥିବା ରୁ ସେମାନ ଙ୍କୁ ମଧ୍ୟ କମ୍ବଳ ବାଣ୍ଟିଥିଲେ ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ,

ଗୁଞ୍ଜ ଅନୁଷ୍ଠାନ ର ଅଶୋକ ବେହେରା, ସେବା ଅନୁଷ୍ଠାନ ର ସଭାପତି ଡିଙ୍ଗର ତାଣ୍ଡି, ସୁକାନ୍ତି କୁମ୍ଭାର,ସାମ୍ବାଦିକା ସୁନେଲି ଛତ୍ରିଆ, ସାମ୍ବାଦିକ ସଞ୍ଜୟ ବେହେରା,ମଧୁ ବାଗ, ରାଜେନ୍ଦ୍ର ବେନିଆନ, ବିଭୁ ପ୍ରସାଦ ଶିକା ପ୍ରମୁଖ ଯୋଗଦେଇଥିଲେ

Related posts

ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ

Odisha Halchal

କଟକ ବିଡାନାସୀରେ ସିରିଜ୍ ଲୁଟ୍ ମାମଲା: ୪ ଅଭିଯୁକ୍ତ ଗିରଫ

Odisha Halchal

ପୁଣି ଲାଗିଲା ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

Odisha Halchal

Leave a Comment