ଓଡ଼ିଶା ଖବରନ୍ୟୁଜ୍

ଧାନଖରୀରେ ଲାଗିଲା ନିଆଁ

ଧାନଖରୀରେ ଲାଗିଲା ନିଆଁ

ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁମନ୍ତ୍ରା)ବୀରମହାରାଜପୁର ବ୍ଲକସୁବଳୟା ଥାନାଅଧୀନ କେଲଙ୍ଗାଗ୍ରାମର ନିରଞ୍ଜନପଣ୍ଡା ପିତା. ମାଗୁଣିପଣ୍ଡା ଗ୍ରାମ. କେଲଙ୍ଗା ଗ୍ରାମର ନିରଞ୍ଜନପଣ୍ଡା ଧାନକାଟିରଖିଥିବା ଧାନଖରୀ ରେକିଏଅଜଣାଦୁର୍ବୁତ୍ତ ନିଆଁଲଗାଇ ଫେରାରମାରିଥିବାର ଶୁଣିବାକୁମିଳିଥିଲା

ସକାଳୁଲୋକେଦେଖିବାପରେ ନିରଞ୍ଜନପଣ୍ଡାଙ୍କୁ ଖବରଦେଇ ଥିଲେ ନିରଞ୍ଜନପଣ୍ଡା ଖବରପାଇ ଆସିଦେଖିବାବେଳକୁ ଧାନଖରୀରେ ହୁହୁହଇନିଆଁଜଳୁଥିବାର ଦେଖୀଥିଲେ

ତାପରେଅଗ୍ନିସମବିଭାଗୁଫୋନକରିଜଣାଇଲେ ଅଗ୍ନିସମବିଭାଗଆସି ନିଆଁଲିଭାଇଲାବେଳକୁ ଧାନଖରିଟିସମ୍ପୂର୍ଣପଡିଯାଇ ଥିବାର ଦେଖୀବାକୁମିଳିଥିଲା ଧାନଖରୀର ଅନୁମାନିକମୂଲ୍ୟ କୁଡିଏହଜାର ବଲିଆଳଚନା ହଉଥିବାରଶୁଣିବାକୁମିଳିଥିଲା

Related posts

ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସର ନଜର

Odisha Halchal

ମୂଲଚାଲ ନେଲା ଭୟଙ୍କର ରୂପ

Odisha Halchal

ବାଘ ଛାଲ ସହ ଶିକାରୀ ଗିରଫ

Odisha Halchal

Leave a Comment