ଓଡ଼ିଶା ଖବରନ୍ୟୁଜ୍

ଧାମନଗରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

ଧାମନଗରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

ଧାମନଗର ଉପ-ନିର୍ବାଚନକୁ ନେଇ ଦୁଇ ଦଳର ଆରୋପ ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀଙ୍କ ଗ୍ରସ୍ତ ପୂର୍ବରୁ ବିଜେପି ଓ ବିଜେଡି କର୍ମୀ ମୁହାଁ ମୁହିଁ ।

ସୋହଡା ପଂଚାୟତର ଦଶନ୍ଧି କୂଳଠାରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ କରିବାକୁ BJP କର୍ମୀମାନେ ଅପେକ୍ଷା କରିଥିବା ବେଳେ, ପୋଲିସ୍ ଏହି ସମୟରେ ସରକାରୀ ଜାଗାରେ ଲାଗିଥିବା ଦଳୀୟ ପତାକା ଓ ବ୍ୟାନରକୁ ଖୋଲୁଥିଲା ।

ଏତିକି ବିଳେ କିଛି BJD କର୍ମୀ ଆସି ବିଜେପି କର୍ମୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାକୁ ନେଇ କୌଣସି ଦଳ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Related posts

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

Odisha Halchal

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

Odisha Halchal

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି

Odisha Halchal

Leave a Comment