ଓଡ଼ିଶା ଖବରନ୍ୟୁଜ୍

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

ଅଶାନ୍ତ ସମୁଦ୍ରରେ ଫସିଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ କରୁଛି ତଟରକ୍ଷା ବାହିନୀ । ଗଞ୍ଜାମ ପ୍ରଶାସନର ତ୍ୱରିତ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ଅପରେଶନ୍‌ । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ତୁରନ୍ତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ଆର୍‌ସି ।

ମତ୍ସ୍ୟଜୀବୀ ମାନେ ସୋନ୍‌ପୁର ନିକଟସ୍ଥ ସମୁଦ୍ର କୂଳରୁ ପ୍ରାୟ ୧ କିଲୋମିଟର ଦୂରରେ ଫସି ରହିଥିଲେ । ହେଲିକପ୍ଟର ସାହାଯ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଉଥିବା ଜଣାପଡ଼ିଛି ।

ସେମାନଙ୍କୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ।

Related posts

ପିକଅପ୍ ଭେନ ମାଓବାଦୀଙ୍କ କବଜାରେ

Odisha Halchal

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

Odisha Halchal

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠାଙ୍କ କାର୍‌, ଅପହରଣ ପାଇଁ ହୋଇଥିଲା ବ୍ୟବହାର

Odisha Halchal

Leave a Comment