ଓଡ଼ିଶା ଖବରନ୍ୟୁଜ୍

ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

ବିଦ୍ୟୁତ ତାର ଲାଗି ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା:-(ରିପୋର୍ଟ ଜନ୍ମେଜୟ ବିଶ୍ଵାଳ)ବିଦ୍ୟୁତ ତାର ଲାଗି ଚାଲିଗଲା ଛାତ୍ର ଙ୍କ ଜୀବନ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଜାର ଅଞ୍ଚଳରେ ଘଟିଯାଇଅଛି ଏଭଳି ଏକ ହୃଦୟ ଥରା ଘଟଣା।

ଗତକାଲି ରାତ୍ରିରେ ମାର୍ଶାଘାଇ ର ଜୁଣ ଛକ ଅଞ୍ଚଳ ରେ 11 KV ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ +୨ ବିଜ୍ଞାନ ଛାତ୍ର। ତାରରେ ଲାଗି ଜଳିଯାଇ ଛାତ୍ର ଙ୍କ ମୃତ ଘଟିଛି। ମାର୍ଶାଘାଇ ର ଘରୋଇ ରେସିଡେନ୍ସିଆଲ୍ ଟ୍ଯୁଟୋରିଆଲ ର ବାଲକୋନି ଠାରୁ ଅତି ନିକଟରେ ଯାଇଥିଲା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ଯୁତ ତାର।

ମୃତ ଛାତ୍ର ହେଲେ ମାର୍ଶାଘାଇ ଥାନା କରମକୂଳ ଗାଁର ଦେବୀ ପ୍ରସାଦ ଦାସ ଏବଂ ଏହି ଘଟଣା ରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ର ସୂଚନା ମିଳିଛି।

Related posts

ପାଚେରୀଘାଟ ମହୋତ୍ସବରେ ଢୋଲମୁହୂରୀ କଲାପରିଷଦ ସମ୍ମାନୀତ

Odisha Halchal

୯ବର୍ଷର ପୁତୁରା ଉପରେ ଅକଥନୀୟ ଅତ୍ୟାଚାର, ଦାଦା ଓ ଖୁଡ଼ିର ବର୍ବରତା

Odisha Halchal

ମରିବୁ ପଛେ ଛାଡ଼ିବୁ ନାହିଁ

Odisha Halchal

Leave a Comment