ଅପରାଧଓଡ଼ିଶା ଖବରନ୍ୟୁଜ୍

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମୁଖ୍ୟ ଅଭିଯୁକ୍ତ ସହ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ରାଧେ ମଧ୍ୟ କୋର୍ଟରେ ହାଜର ହୋଇଛି ।

ଚାର୍ଜସିଟ କମିଟମେଣ୍ଟ ଆଜି ଉଭୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ ।

Related posts

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଅନ୍ୟ ଅଧିକାରୀ

Odisha Halchal

ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର

Odisha Halchal

Leave a Comment