ଅପରାଧଓଡ଼ିଶା ଖବରନ୍ୟୁଜ୍

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମୁଖ୍ୟ ଅଭିଯୁକ୍ତ ସହ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ରାଧେ ମଧ୍ୟ କୋର୍ଟରେ ହାଜର ହୋଇଛି ।

ଚାର୍ଜସିଟ କମିଟମେଣ୍ଟ ଆଜି ଉଭୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ ।

Related posts

ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

Odisha Halchal

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

Leave a Comment