Tuesday, October 4, 2022
Homeଅପରାଧବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମୁଖ୍ୟ ଅଭିଯୁକ୍ତ ସହ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ରାଧେ ମଧ୍ୟ କୋର୍ଟରେ ହାଜର ହୋଇଛି ।

ଚାର୍ଜସିଟ କମିଟମେଣ୍ଟ ଆଜି ଉଭୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର