ଓଡ଼ିଶା ଖବରନ୍ୟୁଜ୍

ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର

ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର

କାଶୀନଗର:-(ରିପୋର୍ଟ -ପିତାମ୍ବର ସାରଙ୍ଗ)ବ୍ଲକ ସ୍ତରୀୟ ଭୀମଭୋହି ଭିନ୍ନକ୍ଷମ ସମର୍ଥ ଶିବିର I ଖାଣ୍ଡବା ଆଞ୍ଚଳିକ ସହଯୋଗରେ ସ୍ଥାନୀୟ ହାଇସ୍କୁଲ ପରିସର ମଧ୍ୟରେ ଆଜି ଅନୁଷ୍ଠିତ ହଇଯାଇଛି I

ବ୍ଲକ ର 12ଟି ପଂଚାୟତ ର ଭିନ୍ନକ୍ଷମ ମାନେ ପଞ୍ଜିକୃତ କରାଇଥିଲେ I ଏହି ଶିବିରରେ ମତିଷ୍କ ବିକୃତ 28 ଜଣ, ଏମ୍.ଆର 18 ଜଣ,ଭି ସୁଆଲ 38 ଜଣ,ଏସ ବିକୃତ 119 ଗୋଟି, ବିକଳାଙ୍ଗ 222 ଗୋଟି ଡିସଵାଲ ସା ର୍ଟିଫିକେଟ 97 ଟି,ଇନସର୍ଟ 41 ଗୋଟି,ଡି.ଆର.ଏଲ.ଏନ 7 ଟି,ରୁରାଲ ହୋଉସିଂ 30 ଟି,ହିଲଲଚାର ଯନ୍ତ୍ର 24 ଗୋଟି,ପଟା ବଣ୍ଟନ 96 ଟି,ବଇ-ସାଇକେଲ 10 ଗୋଟି ଅତ୍ୟାଦି ଜଗଇ ଦିଆଯାଇଥିଲ l ଭିନ୍ନକ୍ଷମ କୁ ପଞ୍ଜିକୃତ କରାଯାଇ ଡାକ୍ତର ମାନଙ୍କ ଦ୍ଵାରା ଚି଼ହ୍ନଟ କରାଯାଇଥିଲା l

ଏହି ଶିବିର କୁ ବ୍ଲକ ଅଧକ୍ଷ୍ୟ ଵାଲା ସାୟାମ୍ମା ଉଦଘାଟନ କରାଯାଇଥିଲା l ଏଥିରେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଏବଂ ଜିଲ୍ଲା ପରିଷଦ ସଭ୍ୟl,ସମିତି ସଭ୍ୟା,ସରପଞ୍ଚ ଉପସ୍ଥିତ ଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ,ତାସିଲଦାର ସିମାଞ୍ଚଳ ମହାନ୍ତି,ଡି.ଏସ.ସି.ଇ କଲ୍ୟାଣୀ ଦାସ,ଶିଶୁ ପାକଳ୍ପ ଅଧିକାରୀ କନ୍ନକଲତା ପୂଜାରୀ,ସୋସିଆଲ ସେକୁରିଟି ଅଫିସର କେ.ସୀତାରାମ ପ୍ରମୁଖ ଉପସ୍ଥିତ ଥିଲେ l

Related posts

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

Odisha Halchal

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

Odisha Halchal

‘ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନା

Odisha Halchal

Leave a Comment