ଅପରାଧଓଡ଼ିଶା ଖବରନ୍ୟୁଜ୍

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ) :-ବିଜେବି କଲେଜରେ ଗୋଷ୍ଠି ସଂଘର୍ଷ । ପ୍ରାୟ ୧୫ ଜଣ ଅଣଛାତ୍ର ୩ ଜଣ ଛାତ୍ରଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ୩ ଜଣ ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ଛାତ୍ର ଆମ୍ବେଦକର ହଷ୍ଟେଲର ବୋଲି ଜଣାପଡିଛି । ବଡଗଡ ପୋଲିସ ଏହି ମାମଲାର ତନ୍ତଦ ଆରମ୍ଭ କରିଛି ।ସୂଚନା ଅନୁଯାୟୀ କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ମହାଭାରତ ।

ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ସମୟରେ କିଛି ଅଣ ଛାତ୍ର ଖେଳିବାକୁ କହିଥିଲେ ଯାହାକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ହେଇଥିଲା ଶେଷରେ ୧୫ ଜଣ ଅଣଛାତ୍ର ୩ ଜଣ ଛାତ୍ରଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ।ସେପଟେ ଏହି ଘଟଣାରେ ୪ ରୁ ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି ପୋଲିସ ।

Related posts

ଅଗ୍ନିପଥ ଯୋଜନା ବିରୋଧରେ ଉସୁକାଉଥିଲେ ୫ ନକଲି ପ୍ରାର୍ଥୀ, ଏନ୍‌ଏସ୍‌ୟୁଆଇ ସଂଯୋଗ

Odisha Halchal

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

Odisha Halchal

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ,ସ୍କୁଲ ପିଲାଙ୍କୁ ମିଳିଲା ତ୍ରାହି

Odisha Halchal

Leave a Comment