ଓଡ଼ିଶା ଖବରନ୍ୟୁଜ୍

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

କୋମନା(ଓଡ଼ିଶା ହାଲଚାଲ):- କୋମନା ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର ଅନୁଷ୍ଠିତ ।
ନୂଆପଡା ଜିଲ୍ଲା କୋମନା ବ୍ଲକ ପଏର ଗ୍ରାମପଞ୍ଚାୟତ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ LDM ଶ୍ରୀ ସୀତାରାମ ମେହେର ଓ DPM ଶ୍ରୀ ତିରୁମନ ବରା ସହଯୋଗୀ ଲୋଚନ ପ୍ରଧାନୀ ଏବଂ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ. ପଂଚାୟତର ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲିବା, micro ଇନ୍ସୁରାନ୍ସ କରାଇବା ପାଇଁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ ।

ଆର୍ଥିକ ସଚେତନତା ଉପରେ LDM ସମସ୍ତଙ୍କୁ ବୁଝାଇଥିଲେ ଓ ସଚେତନ କରିଥିଲେ ।ସମସ୍ତ ଜନସାଧାରଣଙ୍କ ବ୍ୟାଙ୍କ ଲେଣଦେନ କାରବାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟ କରୁଛି । ଷ୍ଟେଟ ବ୍ୟାଙ୍କ ଅଧିକାରୀ ମାନଙ୍କ ଉପଯୁକ୍ତ ପରାମର୍ଶ ଯୋଗୁଁ ଜନ ସାଧାରଣ ଉପକୃତ ହୋଇପାରିବେ ।

Related posts

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

Odisha Halchal

ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ

Odisha Halchal

ଛେଳି ଚୋରକୁ ଧରି ପୋଲିସ ରେ ଜିମାଦେଲେ

Odisha Halchal

Leave a Comment