ଓଡ଼ିଶା ଖବରନ୍ୟୁଜ୍

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

କୋମନା(ଓଡ଼ିଶା ହାଲଚାଲ):- କୋମନା ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର ଅନୁଷ୍ଠିତ ।
ନୂଆପଡା ଜିଲ୍ଲା କୋମନା ବ୍ଲକ ପଏର ଗ୍ରାମପଞ୍ଚାୟତ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ LDM ଶ୍ରୀ ସୀତାରାମ ମେହେର ଓ DPM ଶ୍ରୀ ତିରୁମନ ବରା ସହଯୋଗୀ ଲୋଚନ ପ୍ରଧାନୀ ଏବଂ ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ. ପଂଚାୟତର ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲିବା, micro ଇନ୍ସୁରାନ୍ସ କରାଇବା ପାଇଁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ ।

ଆର୍ଥିକ ସଚେତନତା ଉପରେ LDM ସମସ୍ତଙ୍କୁ ବୁଝାଇଥିଲେ ଓ ସଚେତନ କରିଥିଲେ ।ସମସ୍ତ ଜନସାଧାରଣଙ୍କ ବ୍ୟାଙ୍କ ଲେଣଦେନ କାରବାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟ କରୁଛି । ଷ୍ଟେଟ ବ୍ୟାଙ୍କ ଅଧିକାରୀ ମାନଙ୍କ ଉପଯୁକ୍ତ ପରାମର୍ଶ ଯୋଗୁଁ ଜନ ସାଧାରଣ ଉପକୃତ ହୋଇପାରିବେ ।

Related posts

କେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀ

Odisha Halchal

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Odisha Halchal

ଜିଲ୍ଲା ବାସୀ ଙ୍କ ସପ୍ନ କେବେ ପୂରଣ ହେଵ ସନ୍ଦେହ

Odisha Halchal

Leave a Comment