ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ

ସୁନ୍ଦରଗଡ :-(ଓଡିଶା ହାଲଚାଲ) ବିରଳ ପ୍ରାଣୀଙ୍କୁ ନେଇ ସମୃଦ୍ଧ ହେଉଛି ଓଡିଶାର ଜଙ୍ଗଲ । ସୁନ୍ଦରଗଡ ହେମଗିରି ଗର୍ଜନ ପାହାଡରେ ପୁଣି କଳାବାଘର ଗର୍ଜନ । ବନବିଭାଗ କ୍ୟାମେରାରେ କଏଦ ହୋଇଛି ବ୍ଲାକ୍ ପାନ୍ଥର ବା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଧନୁବାଉଁସ ସଂରକ୍ଷିତ ଜଙ୍ଗଲରେ କଳାବାଘ ଠାବ ହୋଇଛି

। ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନବିଭାଗର କ୍ୟାମେରା । ହେଲେ ସେବେଠାରୁ ଏହି ବାଘର କୌଣସି ପତ୍ତା ମିଳୁ ନଥିଲା ।

୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ପୁଣି କଏଦ ହୋଇଛି କଳାବାଘର ଚିତ୍ର । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଲୋକ କଳାବାଘକୁ ଦେଖିଥିବା କଥା କହିଛନ୍ତି । ଏହା ବନବିଭାଗ ପାଇଁ ବିରଳ ଉପଲବ୍ଧି ବୋଲି କୁହାଯାଉଛି । ୬ ବର୍ଷ ପରେ କଳାବାଘର ଉପସ୍ଥିତି ପରିବେଶବିଦଙ୍କ ଉକ୍ରଣ୍ଠା ବଢାଇ ଦେଇଛି ।

Related posts

ଜିଲ୍ଲା OBC ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Odisha Halchal

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

Odisha Halchal

ଆଇପିଏଲ୍‌: ଅହମଦାବାଦ୍‌ରେ ହେବ ଫାଇନାଲ ମ୍ୟାଚ୍‌! ଦୁଇ ପ୍ଲେଅଫ୍ ମୁକାବିଲା ନେଇ ଦ୍ୱନ୍ଦ୍ୱ ଜାରି

Odisha Halchal

Leave a Comment