ଦେଶ ବିଦେଶନ୍ୟୁଜ୍ବିଶେଷ ଖବରSBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧOdisha HalchalJuly 15, 2022 by Odisha HalchalJuly 15, 2022051 ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଲୋନ ଉପରେ ସୁଧହାର ବଢିବା ବ୍ୟତୀତ ଜମା ରାଶି ଉପରେ ମଧ୍ୟ ସୁଧହାର...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁOdisha HalchalJuly 15, 2022 by Odisha HalchalJuly 15, 2022053 ଯଦି ଯୁବକ ଏବଂ ଯୁବତୀ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ଏବଂ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୁଏ ତେବେ ଏମିତି କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ।...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରଯଦି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସବିଶେଷ ତଥ୍ୟ ଜାଣନ୍ତୁOdisha HalchalJuly 15, 2022 by Odisha HalchalJuly 15, 2022052 ଦ୍ଵିତୀୟ ବିବାହ ପାଇଁ ଅନୁମତି ଦେବେ ସରକାର। ଯଦି ବିବାହ ପୂର୍ବରୁ ଅନୁମତି ନେଇନଥିବେ, ତେବେ ଏହା ବୈଧ ହେବ ନାହିଁ। ଦ୍ୱିତୀୟ ବିବାହ ପାଇଁ ବିହାର ସରକାର ନିୟମରେ କିଛି ପରିବର୍ତ୍ତନ କରିଛନ୍ତି...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରମାଗଣାରେ ଦିଆଯିବ କରୋନା ବୁଷ୍ଟର ଡୋଜ୍Odisha HalchalJuly 13, 2022 by Odisha HalchalJuly 13, 2022061 ଆଇସିଏମଆର ଏବଂ ଅନ୍ୟ ବୈଶ୍ୱିକ ସଂସ୍ଥାନର ଗବେଷଣା ଅନୂଯାୟୀ ଦୁଇ ଡୋଜ୍ ଭାକ୍ସିନ ନେବା ଦ୍ୱାରା ଯେଉଁ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ତାହାର ପ୍ରଭାବ ୬ ମାସ ଯାଏଁ ରହିଥାଏ । କିନ୍ତୁ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀOdisha HalchalJuly 10, 2022 by Odisha HalchalJuly 10, 2022057 ୧୦ ମାସର ଶିଶୁ କନ୍ୟାକୁ ଛତିଶଗଡର ରେଳୱେରେ ଚାକିରୀ ଦିଆଯାଇଛି । ପିତାମାତା ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଳୱେ ପକ୍ଷରୁ ତାଙ୍କର ୧୦ ମାସର ଶିଶୁ କନ୍ୟାଙ୍କୁ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାOdisha HalchalJuly 10, 2022 by Odisha HalchalJuly 10, 2022066 ସରକାରୀ ସ୍କୁଲରେ ପାଠପଢ଼ା ଠିକ୍ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବOdisha HalchalJuly 7, 2022July 7, 2022 by Odisha HalchalJuly 7, 2022July 7, 2022051 ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍ଲାଇନ୍ ଟିକେଟ୍ ବୁକିଂର ନିୟମOdisha HalchalJuly 5, 2022 by Odisha HalchalJuly 5, 2022056 ଯଦି ଆପଣମାନେ ସାଧାରଣତଃ ଟ୍ରେନ୍ରେ ଯାତ୍ରା କରୁଛନ୍ତି ଏବଂ ଏଥି ପାଇଁ ଅନ୍ଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଇଆରସିଟିସି ଆପ୍ ଓ ୱେବ୍ସାଇଟ୍ ମାଧ୍ୟମରେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଜଳମଗ୍ନ ରାଜଧାନୀ, ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା .ଭିଜିବ ସାରା ରାଜ୍ୟOdisha HalchalJuly 5, 2022 by Odisha HalchalJuly 5, 2022051 ସକ୍ରିୟ ହୋଇଛି ମୌସୁମୀ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରୀ ରହିଛି । ଜଳମଗ୍ନ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରକେମିତି ଦେଖିବେ ମାଟ୍ରିକ୍ ବୋର୍ଡ ରେଜଲ୍ଟ,Odisha HalchalJuly 4, 2022 by Odisha HalchalJuly 4, 2022061 କେମିତି ଦେଖିବେ ମାଟ୍ରିକ୍ ବୋର୍ଡ ରେଜଲ୍ଟ,ଏହି ନମ୍ବରକୁ ପଠାଇବେ ରୋଲ ନମ୍ବର ଆସନ୍ତା ଜୁଲାଇ ୬ ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ www.bseodisha.ac.inରେ ଉପଲବ୍ଧ ହେବ ।...