ଓଡ଼ିଶା ଖବରନ୍ୟୁଜ୍

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା । କୋରାପୁଟ ସଦର କେନ୍ଦାର ପଞ୍ଚାୟତ ଦୟାନିଧି ଗୁଡ଼ା ଛକ ନିକଟରେ ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।

ଟ୍ରଲରରୁ କ୍ରେନ ଓହ୍ଲାଉଥିବା କ୍ରେନ ତଳକୁ ଖସି ଡ୍ରାଇଭର ଗୁରୁତର ହୋଇଛନ୍ତି । କ୍ରେନ ଡ୍ରାଇଭରଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Related posts

ମୁଖ୍ୟ ଖବରର ସାରାଂଶ

Odisha Halchal

ପ୍ରାଚୀନ ଓ ମଧ୍ୟଯୁଗୀୟ ବୀର ଫଳକ ଅନୁଗୁଳରେ

Odisha Halchal

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

Odisha Halchal

Leave a Comment