ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତOdisha HalchalMay 10, 2022 by Odisha HalchalMay 10, 2022048 ଅସାନୀକୁ ଆଖିରେ ରଖି ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଛି । ଏନେଇ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ଜିଲ୍ଲା ପ୍ରଶାସନ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳOdisha HalchalMay 10, 2022 by Odisha HalchalMay 10, 2022047 ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନୀ’ର ବଳ ମଙ୍ଗଳବାରଠାରୁ କମିବ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନୀ’...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବରଦେଶଦ୍ରୋହ ଆଇନର ପୁନର୍ବିଚାର ହେବ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ରOdisha HalchalMay 9, 2022 by Odisha HalchalMay 9, 2022045 ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଅନେକ ବ୍ୟକ୍ତି ଜେଲ ଯିବା ନଜିର ରହିଛି। ଏହି ଆଇନର ମାତ୍ରାଧିକ ଅପବ୍ୟବହାର କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ନିଜର...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବାତ୍ୟା: ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,Odisha HalchalMay 9, 2022 by Odisha HalchalMay 9, 2022050 ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ରବିବାର ସନ୍ଧ୍ୟାରେ ଭୀଷଣ ରୂପ ନେଇସାରିଛି । ଏହା ଘଣ୍ଟା ପିଛା ୨୧ କିଲୋମିଟର ବେଗରେ ଅଗ୍ରସର ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଆହୁରି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେOdisha HalchalMay 9, 2022 by Odisha HalchalMay 9, 2022048 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି। ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଏହା ଏବେ ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସୂଚନା ଦେଇଛି ଆଞ୍ଚଳିକ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନାOdisha HalchalMay 7, 2022 by Odisha HalchalMay 7, 2022045 ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି ପ୍ରେସମିଟ୍ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାରେ ଜିଲୋ କାଜୁଆଲିଟିକୁ ଗୁରୁତ୍ୱ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆଉ ଫାଇନ୍ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣOdisha HalchalMay 7, 2022 by Odisha HalchalMay 7, 2022070 ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ। ଆଉ ଫାଇନ୍ କାଟି ଚୁପଚାପ ଖସି ପାରିବେ ନାହିଁ। ଏଣିକି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ଧରା ପଡ଼ିଲେ ହେବେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପOdisha HalchalMay 7, 2022 by Odisha HalchalMay 7, 2022052 ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଲଘୁଚାପ ଏବେ ୱେଲମାର୍କ ଲୋ ପ୍ରେସରେ ପରିଣତ ହୋଇଥିବା ବା ସୃଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବା...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନOdisha HalchalMay 6, 2022 by Odisha HalchalMay 6, 2022049 ଯେଉଁ ପଲିଥିନ୍ ଓ ଅଦରକାରୀ ପ୍ଲାଷ୍ଟିକ ଆବର୍ଜନାକୁ ଆମେ ବାହାରେ ଫିଙ୍ଗିଦେଉଛେ, ସେଥିରୁ ପ୍ରସ୍ତୁତ ହୋଇପାରୁଛି ପେଟ୍ରୋଲ ଓ ଜାଳେଣି ଗ୍ୟାସ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ସବୁଠୁ ଆଶ୍ଚର୍ଯ୍ୟର...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରମେ’ ଶେଷରେ ଆସିବ ମୌସୁମୀOdisha HalchalMay 6, 2022 by Odisha HalchalMay 6, 2022050 ଏଥର ଆଗୁଆ ଆସିବ ମୌସମୀ । ସମ୍ଭବତଃ ମେ ମାସ ଶେଷ ସପ୍ତାହରେ ଆସିପାରେ । ଚଳିତ ମାସ ଶେଷ ଆଡ଼କୁ ତାପମାତ୍ରା କମିବ ବୋଲି କହିଛନ୍ତି ସିଇସି ଡ. ଶରତ ଚନ୍ଦ୍ର ସାହୁ...