ଓଡ଼ିଶା ଖବରନ୍ୟୁଜ୍

ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି

ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି

ମାଲକାନଗିରି(ଓଡିଶା ହାଲଚାଲ):- ଜିଲ୍ଲାରେ ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମାଥିଲି ଅଞ୍ଚଳର ଟେମୁରୁପାଲ୍ଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗ୍ରାମର ୫୦ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ବନ୍ଦି ରହିଛନ୍ତି।

ସ୍ବଳ୍ପ ବର୍ଷାରେ ପାହାଡ଼ରୁ ପାଣି ଆସି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ରହିଥିଲି ବେଳେ ଗ୍ରାମ ର ପ୍ରବେଶ ପଥ ତଥା ମୁଖ୍ୟ ଫାଟକର କଲଭଟ୍ ଉପରେ ୫ଫୁଟ ରୁ ଅଧିକ ପାଣି ପ୍ରବାହିତ ହେଉଛି।

ତେବେ ବର୍ତ୍ତମାନ ସୁଦ୍ଧା ଜଳସ୍ତର କିଛିଟା ମାତ୍ରାରେ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ବଭାବିକ ହୋଇପାରି ନାହିଁ। ଯାହା ଦ୍ଵାରା ସାଲମି ଓ ଟେମୁରୁପଲ୍ଲି ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ଏହା ଉପରେ ଗ୍ରାମବାସୀ ତୁରନ୍ତ ପଦକ୍ଷେପ ପାଇଁ ପ୍ରଶାସନ କୁ ଦାବି କରିଛନ୍ତି।

Related posts

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

Odisha Halchal

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

Odisha Halchal

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

Leave a Comment