ଅପରାଧଓଡ଼ିଶା ଖବରନ୍ୟୁଜ୍

ସିସିଟିଭି ରେ କଏଦ ହେଲା ମୋବାଇଲ ଚୋରିର ଦୃଶ୍ୟ

ସିସିଟିଭି ରେ କଏଦ ହେଲା ମୋବାଇଲ ଚୋରିର ଦୃଶ୍ୟ

କେନ୍ଦ୍ରାପଡା:-(ରିପୋର୍ଟ -ଜନ୍ମେଜୟ ବିଶ୍ଵାଳ)ଗତ ଦୁଇ ତାରିଖ ସନ୍ଧ୍ୟା ୫ଟା ସମୟରେ କେନାଲବ୍ରିଜ ତୁଳସୀପୁର ମଝିରୁ ବାଇକ୍ ରେ ତିନିଜଣ ଲୁଟେରା ଆସି ଏକ କଲେଜ ଛାତ୍ର ନିଟଟରୁ ମୋବାଇଲ ଛଡାଇ ନେଇ ପଳାଉଥିବାର ଭିଜୁଆଲ ସିସିଟିଭି ରେ କଏଦ ହେଇଛି।

ରୋଡରେ ପ୍ରାୟତ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ। ହେଲେ କଲେଜ ଛାତ୍ର ଟି ଏକା ଆସୁଥିବାର ସୁଯୋଗ ନେଇ ଏ ଧୃତ ଯୁବକ ତିନିଜଣ କଳା ପଲସର ଆଣି ଛାତ୍ର ଟିକୁ ଫ୍ଲଲୋପ କରି ଆସି ସୁଯୋଗ ଦେଖି ମୋବାଇଲ ଚୋରି କରି ଫେରାର ହୋଇଯାଇଛନ୍ତି। ତିନି ଜଣ ଯୁବକ ପଲସର ଗାଡ଼ିରେ ଆସି ମୋବାଇଲ ଚୋରି କରି ନେଇଥିବାର ଦେଖିବାକୁ ମିଳିଛି।

ଏ ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହେବାପରେ ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ମାର୍ଶାଘାଇ ପୋଲିସ। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Related posts

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ

Odisha Halchal

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

Odisha Halchal

Leave a Comment