ଅପରାଧଓଡ଼ିଶା ଖବରନ୍ୟୁଜ୍

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର:-(ବ୍ୟୁରୋ ଓଡିଶା ହାଲଚାଲ) ବିଜେବି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଇଣ୍ଟିଗ୍ରେଟେଡ଼ ଏମବିଏ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ସୂଚନା ମୁତାବକ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ବଡଗଡ଼ ପୋଲିସ ।

ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ଆଉ ଜଣେ ଅଣଛାତ୍ର ରହିଥିବା ଜଣାପଡିଛି ।

Related posts

ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ସଭା

Odisha Halchal

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: କିଭ୍ ଓବ୍ଲାଷ୍ଟରେ ୭୨୦ ମୃତଦେହ ଉଦ୍ଧାର

Odisha Halchal

Leave a Comment