ଦେଶ ବିଦେଶନ୍ୟୁଜ୍

ଟ୍ରେନରେ ଲାଗିଲା ନିଆଁ

ଟ୍ରେନରେ ଲାଗିଲା ନିଆଁ

(ଓଡିଶା ହାଲଚାଲ):-ଫଲକନୁମା ଏକ୍ସପ୍ରେସରେ ନିଆଁ । ହାଓଡ଼ା- ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ହାଓଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ପାଗିଡ଼ିପାଲି-ବୋମାଇ ପାଲି ମଧ୍ୟରେ ନିଆଁ ଲାଗିଯାଇଥିବା ସୂଚନା ।

ନିଆଁଲାଗିବ ଦେଖି ଯାତ୍ରୀ ମନ୍ତ୍ର ଓଲ୍ହାଇ ପଡ଼ିଥିଲେ । ସର୍ଟସର୍କିଟ ଯୋଗୁ ଟ୍ରେନରେ ନିଆଁ ଲାଗିଯାଇଥିବା ସନ୍ଦେହ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି ।

Related posts

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

Odisha Halchal

ଜିଲ୍ଲାର ଉନ୍ନତି ନିମନ୍ତେ ଆରମ୍ଭ ହେଲା ଭିଜନ ନବରଙ୍ଗପୁର

Odisha Halchal

ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡିରେ ପୁଳା ପୁଳା ଟଙ୍କା, ସୁନା

Odisha Halchal

Leave a Comment