ଓଡ଼ିଶା ଖବରନ୍ୟୁଜ୍

ଆମେ ସଜବାଜ ହୋଇ ବାହାରିଛୁ

ଆମେ ସଜବାଜ ହୋଇ ବାହାରିଛୁ

ବୌଦ୍ଧ(ଓଡିଶା ହାଲଚାଲ):-କଣ୍ଟାମାଳ ତହସିଲ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମର ତିନୋଟି ଗୃପର ମହିଳା ମାନେ ଆମ୍ବଗାଁ ପାଣ୍ଡିଆଙ୍କ ଗସ୍ତକୁ ଯିବା ପାଇଁ ସକାଳୁ ସଜବାଜ ହୋଇ ବାହାରିଛନ୍ତି ହେଲେ ଗାଡ଼ି ଗୃପର ମହିଳା ମାନଙ୍କ ପାଖରେ ପହଞ୍ଚିଲା ନାହିଁ ।

ତାଙ୍କ କହିବା ମୁତାବକ ତାଙ୍କୁ କେହି ଜଣେ ମହିଳା ପୂର୍ବଦିନ କହିଲା ତମ ଗୃପ ମହିଳା ମାନଙ୍କୁ ଏକ ଗାଡ଼ି କରିଦିଆଯିବ ତମେ ମାନେ ସମସ୍ତେ ଆମ୍ବଗାଁ ପାଣ୍ଡିଆନ୍‌ ବା ଫାଇଟି ସଚିବ ପାଖକୁ ଯିବ ହେଲେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ମହିଳା ମାନଙ୍କ ପାଖରେ ଗାଡ଼ି ପହଞ୍ଚି ନାହିଁ ।

ଫଳରେ ସିନ୍ଦୁରପୁର ଗ୍ରାମର ଏସ୍‌ ଚି ମହିଳା ମାନେ ମନନୁଃଖ କରି ଘରକୁ ଫେରିଲେ ଏଠାରେ ଆମେ କହିବାକୁ ଚାହୁଁଛୁ ସରକାର ମହିଳା ମାନଙ୍କ ବିକାଶ ପାଇଁ ଉନ୍ନନ ମୂଳକ ଯୋଜନା କରୁଛନ୍ତି ହେଲେ ଖଟଖଟିଆର ଯୋ ସରକାରୀ ମହିଳା ଗାଡ଼ି ପଠାଇବା ପାଇଁ ମହିଳା ମାନଙ୍କୁ କହିଥିଲେ କଣ ପାଇଁ ପଠାଇଲେ ନାହିଁ ।

Related posts

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

Odisha Halchal

ବଳ ଗୋଟାଇ ଫେରୁଛି କରୋନା, ଆଲର୍ଟ ଜାରି କଲା ଭାରତ

Odisha Halchal

ଦାଦାବଟି ମାଗି ଗିରଫ

Odisha Halchal

Leave a Comment