ଅପରାଧଓଡ଼ିଶା ଖବରନ୍ୟୁଜ୍

ଆମ୍ବୁଲାଏନ୍ସ ରୁ ବାହାରୁଛି ଗଂଜେଇ !

ଆମ୍ବୁଲାଏନ୍ସ ରୁ ବାହାରୁଛି ଗଂଜେଇ !

ସୁବର୍ଣ୍ଣପୁର :-ଅଭିନବ ଉପାୟରେ ଗଞେଇ ଚୋରାଚାଳନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରି ବିଭାଗ ଧରିବାରେ ସଫଳ ହୋଇଛି । ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଳାନ୍ସ ଗାଡିକୁ କୁଞ ଛକ ନିକଟରେ ଅଟକାଇ ଥିଲା ।

କିନ୍ତୁ ଗାଡିଟି ପଳାଇ ଜିବାରୁ ତାକୁ ଦଉଡାଇ ସଦର ବ୍ଲକ ଛକ ନିକଟରେ ଅଟକାଇ ଜାଞ କାଲବେଳେ ଆମ୍ବୁଲାନ୍ସରୁ ଗଞେଇ ବାହାରି ଥିଲା । ଏହି ଆମ୍ବୁଲାନ୍ସରୁ ପାଖାପାଖି ୪କୁଇଣ୍ଟାଲ ୨୦କେଜି ଗଞେଇ ବାହାରୀ ଥିଲା ।

ଆମ୍ବୁଲାନ୍ସଟି ଗଞେଇ ନେଇ ବଉଦ ଜିଲ୍ଲା ମନୁମୁଣ୍ଡାରୁ ଛତିଶଗଡ ଯାଉଥିବା ସୂଚନା ଦେଇଛି ଜିଲ୍ଲା ଅବକାରୀ ବିଭାଗ । ଗାଡିରୁ ଜଣେ ଡ୍ରାଇଭର କୁ ଗିରଫ କରିଛି ଅବକାରୀ ବିଭାଗ । ଡ୍ରାଇଭର ଜଣକ ହେଲେ ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ତେଲିବନ୍ଧ ଗାଁର ଉପେନ୍ଦ୍ର ସାହୁ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷୀକା ।

Related posts

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

Odisha Halchal

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

Odisha Halchal

Leave a Comment