ଓଡ଼ିଶା ଖବରନ୍ୟୁଜ୍

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସର ରେ ପ୍ରେମୀ ଯୁଗଳଙ୍କ ବିବାହ । ଦୀର୍ଘ ଦେଢ଼ ବର୍ଷ ହେବ ସମ୍ବଲପୁର ଜିଲ୍ଲା ତାଲପାଲି ଗାଁ ର ଯୁବକ ଆକାଶ ନାଏକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ଯୁବତୀ ଶିଳ୍ପା ନାଏକ ଙ୍କୁ ପ୍ରେମ କରୁଥିଲେ ।

ଶିବରାତ୍ରୀ ଦିନ ଦୁଇ ଜଣ ମିଶି ଫେରାର ମାରିଥିଲେ । ପରେ ଶିଳ୍ପା ଙ୍କ ପରିବାର ପକ୍ଷରୁ ବିନିକା ଥାନାରେ ଅଭିଯୋଗ କରାଯାଇଥିଲା ।

ଆଜି ବିନିକା ପୋଲିସ ଦୁଇ ପରିବାର ଙ୍କୁ ଡାକି ଆପୋସ ବୁଝାମଣା କରି ପ୍ରେମୀ ଯୁଗଳ ଙ୍କୁ କୋର୍ଟ ମରେଜ ସହ ଥାନା ପରିସର ରେ ବିବାହ କରିଥିଲେ । ଏବେ ବିବାହ ପରେ ପ୍ରେମୀ ଯୁଗଳ ଖୁସି ଥିବା କହିଛନ୍ତି ।

Related posts

ପାଣି ପାଇଁ ଚାଷୀଙ୍କ ଲଢେ଼ଇ

Odisha Halchal

ପ୍ରେମିକା ଅଣଦେଖା କରିବାରୁ ପ୍ରତିଶୋଧ ନେଲା ପ୍ରେମିକ

Odisha Halchal

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

Odisha Halchal

Leave a Comment