ଓଡ଼ିଶା ଖବରନ୍ୟୁଜ୍

ଅଳ୍ପକେ ବର୍ତିଲେ ଶହ ଶହ ଲୋକ

ଅଳ୍ପକେ ବର୍ତିଲେ ଶହ ଶହ ଲୋକ

ଭୋଗରାଇ:-ଆଜି ଅପରାହ୍ନ ସମୟ ରେ ପୁଟୁନା ଜାଗର ମେଳା ରେ ଅଭାବନୀୟ ଘଟଣା ଘଟିଛି। ମେଳା ଏକ ଚା ଦୋକାନ ରେ ହଠାତ ଗ୍ୟାସ ଟାଙ୍କି ରେ ନିଆଁ ଲାଗିଯାଇଥିଲା।

ଯାହା ଫଳ ରେ ମେଳା ରେ ଭୁଲୁଥିବା ଲୋକ ମାନେ ଭୟ ଭିତ ହେଇଯାଇଥିଲେ ଏବଂ ସେଠାରରୁ ସମସ୍ତେ ଦୌଡ଼ି ପଳାଇ ଯାଇଥିଲେ।

କିଛି ଲୋକ ଗ୍ୟାସ ଟାଙ୍କି ଟି କୁ ପାଖରେ ଥିବା ପୋଖରୀ କୁ ଛାଟି ଦେଇଥିଲେ ଯାହା ଦୀର୍ଘ ସମୟ ଧରି ପୋଖରୀ ଭିତରେ ଗ୍ୟାସ ଟାଙ୍କି ଟି ଜଳିବା ଦେଖିବାକୁ ମିଳିଥିଲା।

Related posts

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

Odisha Halchal

ରାଜଧାନୀ କିଭ୍‌କୁ ଘେରିବା ପାଇଁ ଶେଷ ପ୍ରସ୍ତୁତି

Odisha Halchal

Leave a Comment