ଓଡ଼ିଶା ଖବରନ୍ୟୁଜ୍

୧୯୨ତମ ସାବିତ୍ରୀ ବାଇ ଫୁଲେଙ୍କ ଙ୍କ ଜୟନ୍ତୀ ମହାସମାରୋହ l

୧୯୨ତମ ସାବିତ୍ରୀ ବାଇ ଫୁଲେଙ୍କ ଙ୍କ ଜୟନ୍ତୀ ମହାସମାରୋହ l

ବଲାଙ୍ଗୀର :-(ରିପୋର୍ଟ:-ପ୍ରମୋଦ ବେହେରା )କଣ୍ଟାବାଞ୍ଜି ଠାରେ କୋଶଳେସ୍ୱର ମାଳି ସମାଜ ବିକାଶ ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ୧୯୨ତମ ସାବିତ୍ରୀ ବାଇ ଫୁଲେଙ୍କ ଙ୍କ ଜୟନ୍ତୀ ଉପଲକ୍ଷେ କଣ୍ଟାବାଞ୍ଜି କୁକୁଡ଼ାହାଡ଼ ରୁ ବାହାରି ବହୁସଂଖ୍ୟା ର ଲୋକମାନେ କଣ୍ଟାବାଞ୍ଜି ସହର ଅନେକ ଯାଗାକୁ ଯାଇ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରିଥିଲେ l

ଡିଜେ ବାଜା ବଜାଇ ବହୁ ମାତ୍ରର ବଲାଙ୍ଗୀର ଜିଲ୍ଲା ର ଲୋକ ଏହି ମହାସମାରୋହ ରେ ସାମିଲ ହୋଇଥିଲେ l କଣ୍ଟାବାଞ୍ଜି ସହରରେ ନଗରପରିକ୍ରମା କରି କୁକୁଡ଼ାହାଡ଼ ରେ ପହଞ୍ଚିଥିଲେ l

ସେଠାରେ ମୁଖ୍ୟ ସମ୍ମାନିତ ଅତିଥିମାନଙ୍କୁ ପେଣ୍ଡାଲ ଉପରକୁ ଡାକି ସ୍ୱାଗତ ଜଣାଇଥିଲେ l ତା ସହିତ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କୋଶଳେସ୍ୱର ମାଳି ସମାଜ ବିକାଶ ପରିଷଦ ର
ମହାସମାରୋହ ଚାରି ତାରିଖ ପ୍ରଯ୍ୟନ୍ତ ଚାଲିରହିବ ବୋଲି କହୁଛନ୍ତି l

Related posts

63 ତମ ପୋଲିସ ସହିଦ ଦିବସ ପାଳିତ

Odisha Halchal

ନାବାଳିକାକୁ ପ୍ରେମିକର ଅପହରଣ

Odisha Halchal

LIC ଆଇପିଓ, ମେ’ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

Odisha Halchal

Leave a Comment