ଓଡ଼ିଶା ଖବରନ୍ୟୁଜ୍

ଦୁଇ କଲେକ୍ଟରଙ୍କ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ

ଦୁଇ କଲେକ୍ଟରଙ୍କ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ

ବଲାଙ୍ଗୀର :-ବଲାଙ୍ଗୀର କଲେକ୍ଟର ଚଞ୍ଚଳ ରାଣା ଏବଂ ସମ୍ବଲପୁର କଲେକ୍ଟର ଅନନ୍ୟା ଦାସଙ୍କ ନିର୍ବନ୍ଧ ସରିଛି ଏବଂ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି lଏଇ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ l

ବଲାଙ୍ଗୀର କଲେକ୍ଟର ପୂର୍ବରୁ ରାୟଗଡା କଲେକ୍ଟର ସ୍ଵଧା ଦେବ ସିଂହକୁ ବିବାହ କରିଥିଲେ ଏବଂ ସମ୍ବଲପୁର କଲେକ୍ଟର ଅନନ୍ୟା ଦାସ ପୂର୍ବରୁ କୋରାପୁଟ କଲେକ୍ଟର ଅବଦାଲ ଅଖତାରଙ୍କୁ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ଦୁଇ କଲେକ୍ଟର ଯୋଡିଙ୍କ ଛାଡ଼ପତ୍ର ହୋଇସାରିଛି l

ବଲାଙ୍ଗୀର କଲେକ୍ଟର ପଦବୀରେ ଥାଇ କୌଣସି କଲେକ୍ଟରଙ୍କ ବିବାହ ବୋଧହୁଏ ବଲାଙ୍ଗୀରରେ ପ୍ରଥମ lବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନୂତନ କଲେକ୍ଟର ଯୋଡିଙ୍କୁ ଅଭିନନ୍ଦନ l

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

Odisha Halchal

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

Odisha Halchal

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

Odisha Halchal

Leave a Comment