ଓଡ଼ିଶା ଖବରନ୍ୟୁଜ୍

ମହିମାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

ମହିମାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି:-(ରିପୋର୍ଟ :-ଯୁଧିସ୍ଟିର ଭତ୍ରିଆ )କୋକସରା ବ୍ଲକ ମହିମା ପଂଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି। ମହିମା ପଂଚାୟତ ଡେଙ୍ଗାଗୁଡା ମଣ୍ଡି ପରିସରରେ ଉତ୍ସବ କମିଟିର ସଭାପତି ମହିମା ସରପଂଚ ଇଶ୍ଵରାମ କୋଲଥିଆ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମିତି ସଭ୍ୟ ଘନଶ୍ୟାମ ନାଏକ ଯୋଗଦେଇଥିଲେ ।

ସେହିଭଳୀ ସମ୍ମ।ନିତ ଅତିଥି ଭାବେ ନାଏବ ସରପଞ୍ଚ ଶୁମତି ବାଗ, ଦୁର୍ଯୋଧନ ପୂଝାରୀ, ରାମସିଙ୍ଗ ମାଝୀ, ସୁରେଶ ଚନ୍ଦ୍ର ପାତ୍ର, ସ୍ଵ୍ ୟ଼ ସହାୟକ ଗ୍ରୁପ ଏବଂ ମିଶନ ଶକ୍ତି ର ମହିଳା ମାନେ ଯୋଗଦେଇଥିଲେ । ମଞ୍ଚକୁ ଚବିଦ୍ରନାଥ ପରିଚାଳନା କରିଥିଲେ । ମହିମା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ରେ ଲୋକ କଳାକାରଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ ହୋଇଥିଲା ।

Related posts

ପ୍ରଥମେ ଲିପ୍ଟ ପରେ ଲୁଟ୍‌, ଭୁଜାଲିରେ ହାଣି ଲୁଟିନେଲେ ୨୫ ହଜାର ଟଙ୍କା

Odisha Halchal

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

Odisha Halchal

କଟକ ବିଡାନାସୀରେ ସିରିଜ୍ ଲୁଟ୍ ମାମଲା: ୪ ଅଭିଯୁକ୍ତ ଗିରଫ

Odisha Halchal

Leave a Comment