ଓଡ଼ିଶା ଖବରନ୍ୟୁଜ୍

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

ଗଞ୍ଜାମ:-ସ୍ୱାଧୀନତାର 75ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଇଲାକାର ଲୋକେ. ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମପଞ୍ଚାୟତ ରେ ଅନେକ ଆଦିବାସୀ ଗ୍ରାମ ରହିଥିବାବେଳେ ସିଙ୍ଗିପୁରୁ, କନ୍ଧ ସିଙ୍ଗିପୁରୁ, ଗୌଡ଼ ସିଙ୍ଗିପୁରୁ, ଇତ୍ୟାଦି ଗ୍ରାମରେ ପହଂଚିପାରୁନି ସରକାରୀ ସହାୟତା।

ଏହି ଗ୍ରାମ ଗୁଡିକୁ ପକ୍କା ରାସ୍ତା ନଥିବାବେଳେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି ଗ୍ରାମ ବାସି. ଚାଳ ଝୁମ୍ପୁଡ଼ି ଘରେ ରହୁଥିବାବେଳେ ରୋଜଗାରର ପନ୍ଥା ମଧ୍ୟ୍ୟ ପାଇପାରୁନାହାନ୍ତି ଆଦିବାସୀଲୋକେ। ଏହିପ୍ରତି ସରକାର ଦୃଷ୍ଟିଦେଇ ସମସ୍ୟା ର ସମାଧାନ କଲେ ଆଦିବାସୀ ଇଲାକାର ଉନ୍ନତି ହୋଇପାରିବବୋଲି ସାଧାରଣ ରେ ଅଭିଯୋଗ ହୋଇଛି।

Related posts

ଗାଁ କୁ ଚାଲ କାର୍ଯ୍ୟକ୍ରମ

Odisha Halchal

ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ

Odisha Halchal

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Odisha Halchal

Leave a Comment