ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ପ୍ରିକସନ ସହିତ କଟକଣା କଡାକଡି କରିବାକୁ କେନ୍ଦ୍ର ସରକାର ତାଗିଦ କରିଛନ୍ତି ।

ସେହିପରି ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ରହିଛି । ପୂର୍ବଭଳି ସର୍ଭେଲାନ୍ସ ଜାରି ରହିଛି । ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଏହାସହିତ ଟେଷ୍ଟିଂ ମଧ୍ୟ ଚାଲିଛି । ପଜିଟିଭ ବାହାରିଲେ ଟ୍ରାପ କରାଯିବ ଏବଂ ପୂର୍ବଭଳି ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ । ଯଦି ବି ଦରକାର ପଡେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

ସେପଟେ କରୋନା ନିୟନ୍ତ୍ରଣ ପାଇଁ ୫ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଛି । ତାମିଲନାଡୁ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ସରକାରଙ୍କୁ ଚିଠି ଲେଖାଯାଇଛି । ଏହି ସବୁ ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି ।

Related posts

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

Odisha Halchal

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ

Odisha Halchal

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

Odisha Halchal

Leave a Comment