ଅପରାଧଓଡ଼ିଶା ଖବରନ୍ୟୁଜ୍

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଭଦ୍ରକ:-(ରିପୋର୍ଟ୍ -ଶୁଦେସ ପରିଡ଼ା)ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ । ୧୩ ବର୍ଷ ନାବାଳିକା କୁ ୫ ଦିନ ରଖି ଛାଡ଼ି ଦେଲେ ୨୪ ବର୍ଷ ର ଯୁବକ !ଲଭ୍ ,ସେକ୍ସ ,ଧୋକା ର କରୁଣ ଚିତ୍ର ସବୁ ବେଳେ ଦେଖିବାକୁ ମିଳୁଛି ।

ସପ୍ତମ ଶ୍ରେଣୀରେ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କୁ ୫ ଦିନ ପାଖରେ ରଖି ଛାଡ଼ି ଦେଇଥିବା ଅଭିଯୋଗ ହେଇଛି ।ଘଟଣା କୁ ଗୁରୁତର ନେଇ ଭଣ୍ଡାରିପୋଖରୀ ଥାନା ଅଧିକାରୀ ସେ ଯୁବକ କୁ ଧରିବା ସହ ତାକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ସୂଚନା ମିଳିଛି ।

ତେବେ ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ବିମ୍ବଳବର୍ ଗ୍ରାମରେ ସମ୍ବୁନାଥ ଜେନା ସେଇ ଗ୍ରାମର ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅକୁ ୫ ଦିନ ରଖିବା ପରେ ଝିଅ କୁ ଗାଁ ନିକଟରେ ଛାଡ଼ିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।ତେବେ ଏ ନେଇ ଆସନ୍ତୁ ଶୁଣିବା କଣ୍ କହୁଛନ୍ତି ସେ ନାବାଳିକା ଝିଅ ଏବଂ ଝିଅର ମା ।

Related posts

ଏସିଡ୍ ମାଡ ଘଟଣାରେ ୧୩ ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ

Odisha Halchal

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

Odisha Halchal

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ

Odisha Halchal

Leave a Comment