ଓଡ଼ିଶା ଖବରନ୍ୟୁଜ୍

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ସୈନିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶାନ୍ତିପଡା ମୁଖ୍ୟାଳୟର ସମସ୍ତ ଅବସରପ୍ରାପ୍ତ ସୈନିକ ସାମିଲ ଥିଲେ । ସର୍ବପ୍ରଥମେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତବାରୀ ଉପସ୍ଥିତ ସିଆର୍‌ପିଏଫ୍‌ର ସମସ୍ତ ଅବସରପ୍ରାପ୍ତ ସୈନିକ ମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତିବାରୀ ନିଜ ସ୍ୱାଗତ ଭାଷଣରେ ଉକ୍ତ କାର୍ଯ୍ୟକ୍ରମର ସବିଶେଷ ଆଲୋଚନା କରିଥିଲେ ଓ ଶେଷରେ ଉପସ୍ଥିତ ସମସ୍ତ ସୈନିକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମସ୍ତ ୧୮୯ ସିଆର୍‌ପିଏଫ୍‌ ବାଟାଲିୟନ ଅଫିସର, ଜବାନ ଏବଂ କର୍ମଚାରୀ ଜବାନ ମାନେ ଉପସ୍ଥିତ ଥିଲେ ।

Related posts

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ

Odisha Halchal

ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Odisha Halchal

Leave a Comment