ଅପରାଧଓଡ଼ିଶା ଖବରନ୍ୟୁଜ୍

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଭଦ୍ରକ:-(ରିପୋର୍ଟ୍ -ଶୁଦେସ ପରିଡ଼ା)ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ । ୧୩ ବର୍ଷ ନାବାଳିକା କୁ ୫ ଦିନ ରଖି ଛାଡ଼ି ଦେଲେ ୨୪ ବର୍ଷ ର ଯୁବକ !ଲଭ୍ ,ସେକ୍ସ ,ଧୋକା ର କରୁଣ ଚିତ୍ର ସବୁ ବେଳେ ଦେଖିବାକୁ ମିଳୁଛି ।

ସପ୍ତମ ଶ୍ରେଣୀରେ ଝିଅକୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କୁ ୫ ଦିନ ପାଖରେ ରଖି ଛାଡ଼ି ଦେଇଥିବା ଅଭିଯୋଗ ହେଇଛି ।ଘଟଣା କୁ ଗୁରୁତର ନେଇ ଭଣ୍ଡାରିପୋଖରୀ ଥାନା ଅଧିକାରୀ ସେ ଯୁବକ କୁ ଧରିବା ସହ ତାକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ସୂଚନା ମିଳିଛି ।

ତେବେ ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ବିମ୍ବଳବର୍ ଗ୍ରାମରେ ସମ୍ବୁନାଥ ଜେନା ସେଇ ଗ୍ରାମର ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅକୁ ୫ ଦିନ ରଖିବା ପରେ ଝିଅ କୁ ଗାଁ ନିକଟରେ ଛାଡ଼ିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।ତେବେ ଏ ନେଇ ଆସନ୍ତୁ ଶୁଣିବା କଣ୍ କହୁଛନ୍ତି ସେ ନାବାଳିକା ଝିଅ ଏବଂ ଝିଅର ମା ।

Related posts

ସ୍ତ୍ରୀକୁ ହତ୍ୟା କରି ଶଳା ଭାଉଜ ସହ ଫେରାର

Odisha Halchal

ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

Odisha Halchal

ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ

Odisha Halchal

Leave a Comment