ଓଡ଼ିଶା ଖବରନ୍ୟୁଜ୍

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା

ବଣାଇଁ :-ବଣାଇଁ ଥାନା ଅନ୍ତର୍ଗତ ବିଜାଘାଟ ନିକଟରେ ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ଦେବାରୁ ଜଣେ ମୃତ ଆଉ ଦୁଇଜଣ ଗୁରୁତର ଥିବାରୁ ଦୁଇ ଗୁରୁତର ଙ୍କୁ ରାଉରକେଲା କୁ ପଠା ଯାଇଛି।

ଏକ ବାଇକ ଯୋଗେ ତିନି ଜଣ ନରେନ୍ଦ୍ର ପଟୁ ଯାଉଥିବା ବେଳେ ଅପରପକ୍ଷରୁ ଏକ ପିକଅପ୍ ଭ୍ୟାନ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ବାଇକ ଚାଳକ ଅବୁ ଅନସର ଦଲାଲ, ଶିବ ଚରଣ ପାତ୍ର, ମୁସାଆ ଅଲ୍ଲୀ ହଜରତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ତେବେ ବାଇକ ଚାଳକ ଚିକିତ୍ସାଧିନ ଅବସ୍ଥାରେ ଅବୁ ଅନସର କଂର ମୃତ୍ୟୁ ହୋଇଥିବା ଜଣାପଡିଛି ।ଶିବ ଚରଣ ପାତ୍ରଙ୍କର ଘର ଉପରଗନିଆ ଓ ଅନ୍ୟ ଦୁଇଜଣଙ୍କର ଘର ବଗାଂଲ ଦେଶର ବୋଲି ଜଣାପଡିଛି। ତେବେ ସୂଚନା ଅନୁଯାୟୀ ଏହି ତିନି ଜଣ ଗୁରୁଣ୍ଡିଆରେ ଜଣେ ଠିକାଦାର ଠିକା ଶ୍ରମିକ ଭାବେ କାର୍ଯ୍ଯରତ ଥିବା ଜଣାପଡ଼ିଛି।ଅନ୍ୟ ଦୁଇ ଜଣଙ୍କୁ ରାଉରକେଲା କୁ ପଠା ଯାଇଛି।

Related posts

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

Odisha Halchal

ଛତ୍ରପୁର ତହସିଲଦାର ଭାବେ ଦିବ୍ୟା ମହାନ୍ତି ଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ଗୁଣପୁରରେ ଶହୀଦ ଦିବସ ପାଳିତ

Odisha Halchal

Leave a Comment