ଓଡ଼ିଶା ଖବରନ୍ୟୁଜ୍

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

କଳାହାଣ୍ଡି:-ଭବାନିପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ନିଆଁ ଲାଗି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ।

ମୃତକ ଜଣକ ପ୍ରଦୀପ କେତକୀ ବୋଲି କୁହାଯାଇଛି । ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆକୁ ଆୟତ୍ତ କରିଥିଲା।

ତେବେ ନିଆଁ ଲାଗିବାର କାରଣ ଜଣା ପଡ଼ିନାହିଁ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସଦରଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Related posts

ଚିଟଫଣ୍ଡ ଦୁର୍ନୀତିରେ ୧୮୯ ଅଭିଯୁକ୍ତ, ଜେଲରେ ମାତ୍ର ୨୪

Odisha Halchal

ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ବର୍ଷ କାରାଦଣ୍ଡ

Odisha Halchal

ଜୁନ୍ ୨୭ରୁ PGପାଇଁ ଆବେଦନ

Odisha Halchal

Leave a Comment